21 ତେଇଅନି ପିତର୍ ସେ ଲକ୍ମନର୍ ଲଗେଜାଇ କଇଲା, “ତମେ ଜାକେ କଜ୍ଲାସ୍ନି, ସେ ଲକ୍ ମୁଇ, ତମେ କାଇକେ ଆସି ଆଚାସ୍ ?”
ଜିସୁ ତାକେ ପାଚାର୍ଲା “ମୁଇ ତର୍ପାଇ କାଇଟା କର୍ବି ବଲି ତୁଇ ମନ୍ କଲୁସ୍ନି ?” ସେ କଇଲା, “ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍ବି ସେଟା ମନ୍ କଲିନି ।”
“ଉଟ୍, ତଲେ ଜାଆ । ଏ ଲକ୍ମନର୍ ସଙ୍ଗ୍ ଜିବାକେ ନିଚ୍ନାଇ, କାଇକେବଇଲେ ମୁଇ ସେମନ୍କେ ପାଟାଇଆଚି ।”
ସେମନ୍ କଇଲାଇ, “କର୍ନିଲିଅ ନାଉଁର୍ ରମିୟ ସଇନମନର୍ ନେତା ଆମ୍କେ ପାଟାଇଆଚେ । ଜେ କି ଗଟେକ୍ ଦରମ୍ ଲକ୍ ଆରି ପର୍ମେସର୍କେ ନାମ୍ସି । ଗୁଲାଇ ଜିଉଦି ଲକ୍ମନ୍ ତାକେ ନାମ୍ବାଇ । ତୁଇ କଇବାଟା ସୁନ୍ବାକେ, ସେ ତକେ ତାର୍ ଗରେ ଡାକାଇଆଚେ । ଏନ୍ତାରି କର୍ବାକେ ପର୍ମେସର୍ ପାଟାଇଲା ଦୁତ୍ ତାକେ ତିଆର୍ଲା ଆଚେ ।”
ତେବେ ମକେ ଡାକାଇଲା ଦାପ୍ରେ କାଇଟା ନ ବାବିକରି ଆଇଲି । ମକେ କାଇକେ ଡାକାଇଲୁସ୍ ତେବେ ? ସେଟା ମୁଇ ଜାନ୍ବାକେ ମନ୍ କଲିନି ।”