19 ପିତର୍ ସେ ଦର୍ସନ୍ ବିସଇ ଚିନ୍ତା କର୍ତେ ରଇଲାବେଲେ ଆତ୍ମା ତାକେ କଇଲା, “ସୁନ୍ ! ତକେ ତିନ୍ ଲକ୍ କଜ୍ଲାଇନି ।”
ମାତର୍ ସତ୍ ଆତ୍ମା ଆଇଲେ, ସେ ତମ୍କେ ସବୁ ସତ୍ ବିସଇର୍ ବାଟେ ଡାକିନେଇସି । କାଇକେ ବଇଲେ, ସେ ନିଜର୍ ଅଦିକାରେ କାଇ କାତା ନ କଏ । ମାତର୍ ସେ ବାବାର୍ତେଇଅନି ଜନ୍ ଜନ୍ କାତା ସୁନ୍ସି, ସେ ସବୁ କଇସି । ଆରି ଆଇବା ଦିନ୍ମନ୍କେ କାଇଟା ଅଇସି ସେ ସବୁ ବିସଇ ମିସା କଇସି ।
ସେମନ୍ ଡାକିକରି ପାଚାର୍ଲାଇ, “ସିମନ୍ ପିତର୍, ନାଉଁର୍ ଗତିଆ ଲକ୍ ଇତି ଆଚେ କି ?”
ଦିନେକ୍ ଆଡ୍ବେଲାର୍ ତିନ୍ଟା ବେଲେ କର୍ନିଲିଅ ପାର୍ତନା କଲାବେଲେ, ଗଟେକ୍ ଦର୍ସନ୍ ପାଇଲା । ତେଇ ପର୍ମେସରର୍ ଦୁତ୍ ଆସି ତାକେ “କର୍ନିଲିଅ !” ବଲି ଡାକ୍ବାଟା ନିକ ସଙ୍ଗ୍ ଦେକ୍ଲା ।
ଦୁଇମନିଆ ନ ଅଇ ସେମନର୍ ସଙ୍ଗ୍ ଜିବାକେ ମକେ ସୁକଲ୍ଆତ୍ମା ଚାଲ୍ନା ଦେଲା । ଜପାରର୍ ଏ ଚଅଟା ବିସ୍ବାସି ବାଇମନ୍ ମିସା ମର୍ ସଙ୍ଗ୍ ସିସେରିଆଇ ଗାଲାଇ ଆରି ଆମେ ସବୁ ଲକ୍ କର୍ନେଲିଅର୍ ଗରେ କେଟ୍ଲୁ ।
ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, “ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।”
ବେସି ପର୍ ଦଦାପେଲା ଅଇଲା ପଚେ ପିତର୍ ଟିଆଅଇ କଇଲା, “ମର୍ ବାଇବଇନିମନ୍ ଜିଉଦି ନଇଲା ଲକ୍ମନ୍, ସୁନିକରି ବିସ୍ବାସ୍ କର୍ବାକେ ସେମନର୍ଟାନେ ସୁବ୍କବର ଜାନାଇବାକେ, ଆଗେଅନି ମକେସେ ବାଚ୍ଲାଆଚେ । ଏଟା ତମେ ଜାନାସ୍ ।
ତେଇ ଆମେ କେତେଟା ବିସ୍ବାସିମନର୍ ସଙ୍ଗ୍ ବେଟ୍ ଅଇ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲୁ, ସୁକଲ୍ଆତ୍ମାର୍ ଚାଲ୍ନା ପାଇକରି ସେମନ୍, ଜିରୁସାଲମେ ଜିବାକେ ପାଉଲ୍କେ ମନା କଲାଇ ।
ସୁକଲ୍ଆତ୍ମା ପିଲିପ୍କେ କଇଲା, “ସେ ରତେ ଜା ଆରି ସେ ଲକର୍ ଲଗେ ର ।”
ମାତର୍ ଏ ସବୁଜାକ ବପୁ ଗଟେକ୍ ଆତ୍ମାସେ କରି ରଇସି । ସେ ନିଜର୍ ମନ୍ କଲା ଇସାବେ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ ବିସଇର୍ ଦାନ୍ ଦେଇରଇସି ।
ସୁକଲ୍ ଆତ୍ମା ନିକସଙ୍ଗ୍ କଇଲାନି, ସାରାସାରି ଦିନେ, ଲକ୍ମନ୍ ସତ୍ ବିସଇ ବିସ୍ବାସ୍ କର୍ବାଟା ଚାଡିଦେବାଇ । କାରାପ୍ ଆତ୍ମାମନର୍ ସିକିଆ ମାନ୍ବାଇ । ଆରି ସେମନ୍ ସିକାଇବା ବୁଲ୍ ସିକିଆ ବିସ୍ବାସ୍ କର୍ବାଇ ।