18 ସେମନ୍ ଡାକିକରି ପାଚାର୍ଲାଇ, “ସିମନ୍ ପିତର୍, ନାଉଁର୍ ଗତିଆ ଲକ୍ ଇତି ଆଚେ କି ?”
ପିତର୍ ଜନ୍ ଦର୍ସନ୍ ପାଇରଇଲା, ତାର୍ ଅରତ୍ କାଇଟା, ସେଟା ବାବି କାନାବାନା ଅଇଗାଲା । ଟିକ୍ ସେନ୍ତି ଅଇଲାବେଲେ, ଏଦେ ଦେକା ! କର୍ନିଲିଅ ପାଟାଇଲା ଲକ୍ମନ୍ ସିମନ୍କେ କଜି କଜି ଆସି, ତାର୍ ଗରର୍ ବାଟ୍ଡିଆଗଡି ଲଗେ ଟିଆଅଇଲାଇ ।
ପିତର୍ ସେ ଦର୍ସନ୍ ବିସଇ ଚିନ୍ତା କର୍ତେ ରଇଲାବେଲେ ଆତ୍ମା ତାକେ କଇଲା, “ସୁନ୍ ! ତକେ ତିନ୍ ଲକ୍ କଜ୍ଲାଇନି ।”
ସମାନ୍ ବେଲାଇସେ, କର୍ନିଲିଅ ପାଟାଇଲା ତିନ୍ ଲକ୍ ସିସେରିଆଇ ଅନି ମୁଇ ରଇବା ଗରେ ଆସି କେଟ୍ଲାଇ ।