13 ଆରି ସେ ଗଟେକ୍ କାତା ଅଇବା ସବଦ୍ ସୁନ୍ଲା, “ପିତର୍ ! ଉଟ୍ ସେମନ୍କେ ମାରିକରି କାଆ !”
ସେ ଉପାସ୍ ସାରାଇକରି, କାଇଟାଆଲେ କାଇବାକେ ମନ୍ କଲା ଆରି କାଦି ତିଆର୍ ଅଇବା ବେଲାଇ ସେ ଗଟେକ୍ ଦର୍ସନ୍ ଦେକ୍ଲା ।
ତେଇ ଜଗତେ ରଇବା ରକାମ୍ ରକାମର୍ ଗଡ୍ ସଙ୍ଗ୍ ଇଣ୍ଡ୍ବା ପସୁ, ରାଙ୍ଗ୍ବା ଜନ୍ତ୍ ଆରି ଉଡ୍ବା ଚଡଇମନ୍ !
ମାତର୍ ପିତର୍ କଇଲା, “ନାଇ ମାପ୍ରୁ, ଆମର୍ ଜିଉଦି ନିୟମ୍ ଇସାବେ ଅସୁକଲ୍ ବଲି କଇବା କାଇ ମାଉଁସ୍ ମିସା କାଇନାଇ ।”