10 ସେ ଉପାସ୍ ସାରାଇକରି, କାଇଟାଆଲେ କାଇବାକେ ମନ୍ କଲା ଆରି କାଦି ତିଆର୍ ଅଇବା ବେଲାଇ ସେ ଗଟେକ୍ ଦର୍ସନ୍ ଦେକ୍ଲା ।
ତାର୍ ଆର୍କର୍ ଦିନେ ଜିସୁ ସାକାଲ୍ ସାକାଲ୍ ଜିରୁସାଲାମ୍ ବାଉଡ୍ଲା ବେଲେ ତାକେ ବୁକ୍ କଲା ।
ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା ।
“ମୁଇ ଜପା ନାଉଁର୍ ନଅରେ ପାର୍ତନା କର୍ବା ବେଲେ ଗଟେକ୍ ଦର୍ସନ୍ ଦେକ୍ଲି । ଗଟେକ୍ ବଡେଟା ଚାଦର୍ ଚାରିକନେ ଡର୍ସଙ୍ଗ୍ ବାନ୍ଦି ଜୁଲାଇଅଇ ଆକାସେଅନି ଉତର୍ଲା ଆରି ସେଟା ମର୍ଲଗେ ଅଟକ୍ଲା ।”
“ମୁଇ ଜିରୁସାଲମେ ବାଉଡି ଜାଇ, ତେଇର୍ ମନ୍ଦିରେ ପାର୍ତନା କର୍ବାବେଲେ, ମକେ ମାପ୍ରୁର୍ ଦର୍ସନ୍ ମିଲ୍ଲା ।
ଆମେ ମିସିକରି ତାକେ ଆରାଦନା କର୍ବା ମାପ୍ରୁର୍ ଦିନେ, ତାର୍ ଆତ୍ମା ମକେ ଦାରିରଇଲା । ଆରି ଜବର୍ ଅଇତେ ମଇରି ବାଜ୍ଲା ପାରା ମର୍ ପଚ୍ବାଟେ ସୁନ୍ଲି ।