26 ତାର୍ପଚେ ଦୁଇ ଲକର୍ଟାନେଅନି ଗଟେକ୍ ଲକ୍କେ ବାଚ୍ବାକେ କେଡ୍ପୁଟାଇଲାଇ । କେଡ୍ପୁଟାଇଲାକେ ମତିୟସର୍ ନାଉଁ ପୁଟ୍ଲା । ସେନ୍ତାରି, ଏଗାର୍ଟା ସିସ୍ମନର୍ ଦଲେ ସେ ମିସ୍ଲା ।
ପଚେ ପେରିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ, ଆରି ସେମନ୍ ଜନ୍ ଜନ୍ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ ।
ସେମନ୍ ଦୁଇ ଲକର୍ ନାଉଁ ଦେଲାଇ । ଜସେପ୍ ଜେକି ବର୍ସବା ଆରି ଜୁସ୍ତକ୍ ବଲି ମିସା କଇବାଇ ଆରି ମତିୟ ।
ସେ କିଣାନେ ସାତ୍ଟା ଦଲ୍କେ ନସ୍ଟ କରି ତାର୍ ବାଚ୍ଲା ଲକ୍ମନ୍କେ ସେ ଦେସ୍ ଦେଲା ।
ପିତର୍ ତାର୍ ସଙ୍ଗ୍ ରଇଲା ଏଗାର୍ଟା ପେରିତ୍ ମନର୍ ସଙ୍ଗ୍ ଟିଆଅଇ ଆଉଲି ଅଇ କଇଲା, “ଏ ମର୍ ପାରା ଜିଉଦି ଲକ୍ମନ୍ ଆରି ଜିରୁସାଲମେ ରଇବା ସବୁ ବାଇମନ୍, ମର୍ କାତା ମନ୍ଦେଇ ନିମାନ୍ ସୁନା । ଏଟା କାଇଟା ଅଇଲାନି ବଲି ମୁଇ ତମ୍କେ ବୁଜାଇ କଇବି ।
ବାର୍ଟା ମୁଲ୍ ପାକ୍ନାଇ ସେ ନଗରର୍ କତି ଉଟାଇରଇଲାଇ । ଆରି ସେ ପାକ୍ନା ଉପ୍ରେ ମେଣ୍ଡାପିଲାର୍ ବାର୍ଟା ପେରିତ୍ ମନର୍ ନାଉଁ ଲେକା ଅଇରଇଲା ।