20 ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍ ଗର୍ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍ ।” ଆରି ମିସା ଲେକା ଅଇଲା ଆଚେ, “ତାର୍ ଜାଗାଇ ସେବା କର୍ବାକେ ଆରି ଗଟେକ୍ ଲକ୍ ମିସ ।”
କାଇକେ ବଇଲେ ଦାଉଦ୍ ରାଜା ଗିତ୍ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍ମେସର୍ ମର୍ ମାପ୍ରୁକେ କଇଲା,
ଜିସୁ ସେମନ୍କେ କଇଲା, “ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ଆରି ଗିତ୍ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍ ଅଇବାର୍ ରଇଲା । ମୁଇ ତମର୍ ସଙ୍ଗ୍ ରଇଲାବେଲେ ଏ ସବୁ କାତା ତମ୍କେ କଇରଇଲି ।”
“ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା ।
ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
ପରମେସର୍ ଜିସୁକେ ମଲାତେଇଅନି ଉଟାଇକରି ସେଟା ସିଦ୍ କଲାଆଚେ । ସେମନର୍ ପିଲାମନ୍ ଆମ୍କେ, ଆମର୍ ବିତ୍ରେ ସେ କାତା ଦେଲାଟା ସିଦ୍ ଅଇଲା ଆଚେ । ଗିତ୍ ସଙ୍ଗିତାର୍ ଦୁଇ ଲମର୍ ଗିତେ ଦାଉଦ୍ ଏନ୍ତାରି ଲେକିଆଚେ, “ତମେ ମର୍ ପଅ, ଆଜି ମୁଇ ସବୁକେ ଦେକାଇ ଆଚି ଜେ ସତଇସେ ମୁଇ ତର୍ ବାବା ।”