ପେରିତ୍ 1:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 “ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା । အခန်းကိုကြည့်ပါ။ |
ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ ।