12 ତାର୍ପଚେ ପେରିତ୍ ସିସ୍ମନ୍ ଜିତ୍ ପର୍ବତେଅନି ଜିରୁସାଲାମ୍ ବାଉଡି ଗାଲାଇ । ସେ ପର୍ବତ୍, ଜିରୁସାଲମ୍ ନଅରେଅନି ଗଟେକ୍ କିଲମିଟର୍ ଦୁର୍ ରଇଲା ।
ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇ କଣ୍ଡେକ୍ ଦୁର୍ ଜାଇ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତିନିଆ ନାଉଁର୍ ଗାଏଁ କେଟ୍ଲାଇ । ତାର୍ ଦୁଇଟା ସିସ୍ମନ୍କେ ଆଦେସ୍ ଦେଇ କଇଲା,
ଏ ସବୁ ଗଟ୍ନା ସିତ୍ ଦିନେ ନ ଅ । ସେଟାର୍ପାଇ ପର୍ମେସର୍କେ ପାର୍ତନା କର୍ତେ ରୁଆ, ଜେନ୍ତାରି କି ସିତ୍ମାସେ ନଇଲେ ବିସ୍ରାମ୍ବାରେ ତମ୍କେ ପାଲାଇବାକେ ନ ପଡେ ।
ଜିସୁ ଜିତ୍ ନାଉଁର୍ ଡଙ୍ଗର୍ ଉପ୍ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍ମନ୍ ଆସି ତାକେ ପାଚାର୍ଲାଇ, “ଏ ସବୁଜାକ କେବ୍କେ ଅଇସି ଆମ୍କେ କୁଆ କାଇ ଗଟ୍ନା ଗଟ୍ଲେ ଆମେ ଜାନିପାର୍ବୁ ଜେ ତମର୍ ଆଇବା ବେଲା ଅଇଲାନି ଆରି ଏ ଜୁଗ୍ ସେସ୍ ଅଇସି ବଲି ?” ।
ତାର୍ପଚେ ସେମନ୍ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ନାଉଁର୍ ପର୍ବତେ ଗାଲାଇ ।
ଜେଡେବଲ୍ ଜିସୁ ଆରି ତାର୍ ସିସ୍ମନ୍ ଜିତ୍ଗଚ୍ମନ୍ ରଇଲା ଡଙ୍ଗର୍ ପାଲି ଆରି ବେତ୍ପାଗି ଆରି ବେତ୍ନିଆ ଗଡେ କେଟ୍ଲାଇ, ସେ ସିସ୍ମନର୍ ବିତ୍ରେ ଅନି ଦୁଇ ଲକ୍କେ, ସେମନ୍ ଜିବା ଆଗ୍ତୁ ଏନ୍ତାରି କଇପାଟାଇଲା ।
ଜିସୁ ସେ ଦିନ୍ମନ୍କେ ମନ୍ଦିରେ ଜାଇ ନିମାନ୍ କାତା ସିକାଇ ଦେଇତେ ରଇଲା । ଆରି ତାର୍ ସିସ୍ମନର୍ ସଙ୍ଗ୍ ସବୁ ରାତି ବାରିଜାଇ ଜିତ୍ ନାଉଁର୍ ଡଙ୍ଗ୍ରେ ବିତାଇତେ ରଇଲା ।
ତାର୍ପଚେ ଜିସୁ ସେମନ୍କେ ବେତ୍ନିଆ ନାଉଁର୍ ଜାଗାଇ ଜିବା ବାଟ୍ଜାକ ଡାକିନେଲା । ଆରି ସେମନ୍କେ ଆତ୍ ଟେକି ଆସିର୍ବାଦ୍ କଲା ।
ସେମନ୍ ତାକେ ଜୁଆର୍ କଲାଇ ଆରି ସାର୍ଦାଅଇ ଜିରୁସାଲମେ ବାଉଡି ଆଇଲାଇ ।
ଜିରୁସାଲାମ୍ ଅନି ବେତ୍ନିଆ ତିନ୍ କିଲମିଟର୍ ତେଇଅନି ଉନାର୍ ବାଟ୍ ।