୩ ୟ ଜଅନ୍ 1:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ତେବର୍ପାଇ ଆମେ ତାକର୍ ସଙ୍ଗର୍ ବିସ୍ବାସିମନ୍, ସେମନ୍କେ ଜାଇଟା ଲଡାଆଚେ ସେଟା ଦେଇତେରଉଁ । ଏନ୍ତାରି ଲକ୍ମନ୍କେ ସତ୍ ଜାନାଇବା କାମ୍ଟାନେ ଆମେ ମିସିକରି କରୁ । အခန်းကိုကြည့်ပါ။ |
ଆରି ବାଇ ଜେ କି ସବୁବେଲେ ମକେ ସାଇଜ କର୍ସୁ, ଏ ଦୁଇଟା ମାଇଜିମନ୍ ସାନ୍ତି ସଙ୍ଗ୍ ରଇବାକେ ତୁଇ ସାଇଜ କର୍ । କାଇକେବଇଲେ ସୁବ୍କବର୍ ଜାନାଇବା କାମେ ସେମନ୍ ମର୍ସଙ୍ଗ୍ ରଇକରି ବେସି ଆବଡ୍ ଅଇଲାଇ ଆଚତ୍ । ସେନ୍ତାରିସେ କେଲେମେନ୍ଟ ଆରି ବିନ୍ ଲକ୍ମନ୍ ମିସା ମର୍ ସଙ୍ଗ୍ କାମ୍ କର୍ତେରଇଲାଇ । ପର୍ମେସର୍ ତାର୍ ବଇଟାନେ ସେମନର୍ ସବୁ ଲକର୍ ନାଉଁ ଲେକ୍ଲା ଆଚେ । ସେ ସବୁ ଲକ୍ ନ ସାର୍ବା ଜିବନ୍ ପାଇଲାଇ ଆଚତ୍ ।
ତେବର୍ପାଇ ମୁଇ ଜେଡେବେଲେ ତମର୍ ନଅରେ ଆଇବାବେଲେ ଡାୟଟେପିସ୍ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍ ଲକ୍ମନ୍କେ, କଇଦେବି ବଲି ମନ୍ କଲି । ସେ ମର୍ ବିରୁଦେ, ନ କର୍ଲାଟାମନ୍ କଇବୁଲ୍ଲାନି । ଆରି ତାର୍ତେଇଅନି ଅଦିକ୍ କାରାପ୍ଟା ମିସା ସେ କଲାନି । ଆମର୍ ସଙ୍ଗର୍ ବିସ୍ବାସିମନ୍, ଜେକି ସୁବ୍କବର୍ ଜାନାଇଲାଇନି, ସେ ସେମନ୍କେ ଡାକିନେବାକେ ନିଚ୍ଲାନି । ଜନ୍ ଲକ୍ମନ୍ ସେମନ୍କେ ଡାକିନେବାକେ ମନ୍ କଲାଇନି, ସେମନ୍କେ ତେବାଇଲାନି । ସେନ୍ତାରି ଲକ୍ମନ୍କେ ମଣ୍ଡଲିର୍ ସବାତେଇ ଆଇବାକେ ମନାକଲାନି ।