1 ଏ ମଣ୍ଡଲିର୍ ପାର୍ଚିନ୍ ଇସାବେ ମୁଇ ଜଅନ୍, ଏ ଚିଟି ଆଲାଦର୍ ଗାଇସ୍, ତକେ ଲେକ୍ଲିନି । ମୁଇ ତକେ ସତଇସେ ଆଲାଦ୍ କଲିନି ।
ସେମନ୍ ଡାବୁ ଜମାଇକରି ବର୍ନବା ଆରି ସାଉଲର୍ ଆତେ, ମଣ୍ଡଲିର୍ ପାର୍ଚିନ୍ମନର୍ ଲଗେ ପାଟାଇ ଦେଲାଇ ।
ଏ ଗଣ୍ଡ୍ଗଲ୍ ଅଇଲାଟା ଗୁଲାଇ ନଅରେ କେଟିଗାଲା । ଲକ୍ମନ୍ ପାଉଲ୍ ସଙ୍ଗ୍ ରଇବା ମାକିଦନିଆର୍ ଗାୟ ଆରି ଆରିସ୍ତାକସ୍, ଦୁଇଲକ୍କେ ଦାରି, ଦାପ୍ରେ ଜୁଇଦ୍ ବାଟେ ପାଲାଇଲାଇ ।
ବେରିଆତେଇ ରଇବା ପୁରର୍ ପଅ ସପାତର୍, ତେସ୍ଲନିକିୟ ଆରିସ୍ତାକସ୍ ଆରି ସେକୁଦ୍, ଦର୍ବିର୍ ଗାୟ, ଏସିଆ ଦେସର୍ ତୁକିକ୍, ତର୍ପିମ୍ ଆରି ତିମତି ।
ଗାୟସ୍ ତମ୍କେ ଜୁଆର୍ ଜାନାଇଲାନି । ମୁଇ ତାର୍ ଗରେ ରଇଲିନି ଆରି ତାର୍ ଗରେ ରୁଣ୍ଡ୍ବା ଇତିର୍ ବିସ୍ବାସିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଏ ଗଡର୍ ଡାବୁ ଇସାବ୍କିତାବ୍ କରୁ ଏରାସ୍ଟ ଆରି ବାଇ କାର୍ତ ମିସା ତମ୍କେ ଜୁଆର୍ ଜାନାଇଲାନି ।
ସେଟାର୍ପାଇ କିରିସ୍ପ ଆରି ଗାଅକେ ଚାଡ୍ଲେ ତମର୍ ବିତ୍ରେ ଆରି କାକେ ମିସା ଡୁବନ୍ ଦେଇ ନାଇ ବଲି ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି ।
ତମର୍ ମଣ୍ଡଲିର୍ ପାର୍ଚିନ୍ମନ୍କେ ଗଟେକ୍ ବିସଇ କଇବାକେ ମୁଇ ମନ୍ କଲିନି । କାଇକେବଇଲେ ମୁଇ ମିସା ଗଟେକ୍ ପାର୍ଚିନ୍ । କିରିସ୍ଟ ଦୁକ୍କସ୍ଟ ମୁରଚ୍ଲାଟା ମୁଇ ଦେକିଆଚି । ଆରି ତାର୍ ଡାକ୍ପୁଟା ଜାନାଇବା ଦିନେ ମୁଇ ମିସା ତେଇ ମିସ୍ବି । ମୁଇ ତମ୍କେ ବାବୁଜିଆ କଲିନି,
ଆଲାଦର୍ ପିଲାମନ୍, ଆମର୍ ଆଲାଦ୍ ଅବ୍କା କୁଆବଲାଇ ରଇବାର୍ ନାଇ । ଆମେ ସତ୍ସଙ୍ଗ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ । ଜେନ୍ତାରିକି ପର୍ମେସର୍ ସତ୍ସଙ୍ଗ୍ ଆମ୍କେ ଆଲାଦ୍ କର୍ସି ।
ଏ ମର୍ ଆଲାଦର୍ ମଇତର୍, ତମେ ଗାଗଡ୍ ଇସାବେ ବପୁ ଉଆ ଆରି ତମର୍ ସବୁ କାମ୍ ନିକ ଅ ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍ମାଇ ମିସା ନିକସେ ଆଚାସ୍ ।