10 କେତେ କେତେ ଲକ୍ମନ୍ ସେ କର୍ବା କାମେ ଜାଇ କିଲ୍ବିଲ୍ ଅଇବାଇ ଆରି ନସ୍ଟ ଅଇଜିବାଇ । ଜନ୍ ସତ୍ ମାନିକରି ସେବାଟେ ଗାଲେ, ସେମନ୍ ନ ସର୍ବା ଜିବନ୍ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍କେ ଏ ଦସା ଅଇସି ।
ଜିସୁ କଇଲା, “ସରଗ୍ ରାଇଜର୍ ଟିକି ନିକି କାତା ବୁଜ୍ବାକେ ତମେ ଗିଆନ୍ ପାଇଆଚାସ୍ । ମାତର୍ ସେମନ୍ ପାଅତ୍ ନାଇ ।
ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
ମର୍ ବିସଇ କେ ମିସା ସାକି ଦେଅତ୍ ବଲି ମୁଇ ମନ୍ କରିନାଇ । ଜେନ୍ତିକି ତମେ ପାପେଅନି ରକିଆ ପାଇସା ସେଟାର୍ ପାଇ ମୁଇ ଏ ସବୁ କଇଲିନି ।
ଏ ବାଇବଇନିମନ୍, ମର୍ ନିଜର୍ ଲକ୍ ମୁକ୍ତି ପାଅତ୍ ବଲି ମୁଇ ବେସି ମନ୍ କଲିନି । ଆରି ଏଟାର୍ପାଇ ମୁଇ ସବୁବେଲେ ପର୍ମେସର୍କେ ପାର୍ତନା କଲିନି ।
ଜନ୍ ଲକ୍ମନ୍ ଏନ୍ତାରି କାମେ ବୁଡି ଆଚତ୍, ସେମନ୍ ଆମର୍ ମାପ୍ରୁ କିରିସ୍ଟର୍ ଆଦେସ୍ ମାନତ୍ ନାଇ । ସେମନ୍ କାଲି ନିଜର୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ତେରେପେତେ ଅଇଲାଇନି । ସୁଆଦ୍ କାତା ଆରି ତିପୁଲ୍ କାତା କଇ ଦରମ୍ ଲକ୍ମନ୍କେ ବୁଲ୍କାଇଦେଲାଇନି ।
ମୁଇ ପରମେସର୍କେ ଦନିଅବାଦ୍ କଲିନି, ତମେ ଗଟେକ୍ ବେଲାଇ ପାପର୍ ଗତିଦାଙ୍ଗ୍ଡା ଅଇରଇଲାସ୍ ମିସା, ଏବେ ଜନ୍ ସିକିଆ ଟାନେ ପାଇରଇବା ସତ୍, ପୁରାପୁରୁନ୍ ମନ୍ଦେଇକରି ନାମ୍ଲାସ୍ନି ।
କୁରୁପ୍ନାସ୍ ଅଇଜାଇତେରଇବା ଲକ୍ମନର୍ପାଇ, କୁରୁସେ ଅଇଲା କିରିସ୍ଟର୍ ମରନର୍ କାତା, କାଇ ମୁଲିଅ ନାଇ । ମାତର୍, ଆମର୍ପାଇ ସେଟା ପର୍ମେସରର୍ ବପୁ । ଆମେ ମୁକ୍ତି ପାଇତେରଇବା ଲକ୍ମନ୍ ।
ଜଦି କେ ମାପ୍ରୁକେ ଲାଡ୍ ନ କରେ, ସେ ଅବିସାପ୍ ପାଅ । ମାରାନାତା, ଆମର୍ ମାପ୍ରୁ ଆସ ।
ସେମନ୍ ସତ୍ ପେରିତ୍ମନ୍ ନଅତ୍ । ସେମନ୍ ମିଚୁଆଟାମନ୍ । ଜେ କି ନିଜର୍ ନିଜର୍ କାମ୍ ବିସଇନେଇ ମିଚ୍ କଇବାଇ । ଆରି ସେମନ୍ ମିଚ୍ ବେସ୍ ଦାରିକରି ଆମେ ସତ୍ ପେରିତ୍ ବଲି ଦେକାଇଅଇବାଇ ।
ସେନ୍ତାର୍ ଆଲେ ତାର୍ ସେବାକାମ୍ କରୁମନ୍ ମିସା ବାଦ୍ଲାଇଅଇ ଦରମ୍ କାମ୍କରୁମନର୍ ପାରା ଦେକାଇଅଇଲେ, ସେଟା କାବା ଅଇଜିବା ବିସଇ ନଏଁ । ସାରାସାରି ସେମନ୍କେ ତାକର୍ କରିରଇବା କାରାପ୍ କାମ୍ ଇସାବେ ଡଣ୍ଡ୍ ମିଲ୍ସି ।
କାଇକେବଇଲେ ଆମେ କିରିସ୍ଟ ପର୍ମେସର୍କେ ପଡାଇ ଦେଇତେରଇବା ଦୁପ୍ ପାରା ଆଚୁ । ଆମେ ଜାନାଇତେରଇବା ସୁବ୍କବର୍ ଗଟେକ୍ ସୁନ୍ଦର୍ ବାସ୍ନା ପାରା ସବୁଲକ୍କେ ଗାଲାନି । ଗଟେକ୍ ବାଟର୍ ଲକ୍ମନ୍ ଆଜିଗାଲାଇନି, ଆରି ଗଟେକ୍ ବାଟର୍ ଲକ୍ମନ୍ ରକିଆ ପାଇଲାଇନି ।
କେତେକ୍ ଲକ୍ମନ୍ ପର୍ମେସରର୍ ବାକିଅ ବେବାର୍ କର୍ତେରଇବା ଜିନିସ୍ ପାରା ବାଇବାଇ, ମାତର୍ ଆମେ ସେନ୍ତାର୍ ନାଇ । କାଇକେବଇଲେ ପର୍ମେସର୍ ଆମ୍କେ ପାଟାଇଆଚେ । କିରିସ୍ଟର୍ ଗତିଦାଙ୍ଗ୍ଡା ଇସାବେ, ଆମେ ତାର୍ ମୁଆଟେ ସତ୍ ବାକିଅ ଜାନାଇବୁ ।
ତେବେ ଆମେ ସାନ୍ ପିଲାମନର୍ ପାରା ନ ଅଇ କରି, ଜଗତର୍ ମନସ୍ମନର୍ ସିକିଆଇ ଆରି ତାକର୍ ଦଦାପେଲା ଅଇବା ପାରା ବିଚାର୍ନା ଇସାବର୍ ବିନ୍ ବିନ୍ ସିକିଆଇ, ଗାଡର୍ ଲଅଡି ଆରି ମାର୍ବା ପବନ୍ ଜେନ୍ତାରି ଡଙ୍ଗାକେ ଏନେତେନେ କର୍ସି, ସେନ୍ତାରି ତାକର୍ ସିକିଆ ସୁନିକରି ଏନେତେନେ ନ ଅଉଁ ।
ଜେନ୍ତାରି କି ଜନ୍ ସୁବ୍କବର୍ ଜାନାଇଲେ ଜିଉଦି ନଇଲା ଲକ୍ମନ୍କେ ମୁକ୍ତି ମିଲି ପାର୍ସି, ସେଟା ଚାଡି ଦେଅତ୍ ବଲି ଆମ୍କେ ସେମନ୍ ଚେସ୍ଟା କଲାଇନି । ଏନ୍ତାରି ସେମନ୍ କର୍ତେରଇବା ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍ ବିରୁଦେ ପର୍ମେସରର୍ ରିସା ଅଇଆଚେ ।
ଜେନ୍ତିକି ଜନ୍ ଲକ୍ମନ୍ ସତ୍ ବିସଇ ବିସ୍ବାସ୍ ନ କରି ମିଚ୍ ବିସଇ ବିସ୍ବାସ୍ କରି ସାର୍ଦା ଅଇବାଇ, ସେମନ୍ ସବୁଲକ୍ ଏ ରକାମ୍ ଡଣ୍ଡ୍ ପାଇବାଇ ।
ତେବର୍ପାଇ ଏ ବାଇବଇନିମନ୍, ତମର୍ପାଇ ସବୁବେଲେ ପର୍ମେସର୍କେ ଦନିଅବାଦ୍ ଦେବାର୍ ଆଚେ । କାଇକେ ବଇଲେ ପର୍ମେସର୍ ତମ୍କେ ଆଲାଦ୍ କଲାନି ଆରି ଆଗେଅନି ସେ ତମ୍କେ ବାଚ୍ଲା ଆଚେ । ଜେନ୍ତିକି ସେ ତମ୍କେ ରକିଆ କରି ପାର୍ସି । ସୁକଲ୍ ଆତ୍ମାର୍ କାମର୍ ଲାଗି ତମେ ସୁକଲ୍ ଅଇ ସତ୍ ବିସଇ ବିସ୍ବାସ୍ କରି ପାର୍ସା ।
ସବୁଲକ୍ ଜେନ୍ତାର୍ କି ରକିଆ ପାଅତ୍ ଆରି ସତ୍ ବିସଇ ଜାନତ୍ ବଲି ପର୍ମେସର୍ ମନ୍ କଲାନି ।
ତମର୍ ବିତ୍ରେ କେ ମିସା ପାପର୍ଲାଗି ନାଡାଇ ଅଇବାର୍ ନାଇ । ସେଟାର୍ଲାଗି ତମର୍ ମନ୍ ଆଁଟ୍ ଅଇଜାଇସି । ଆମର୍ ଜିଇବାକାଇବା ଦିନ୍ ସାର୍ବାଜାକ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଏ ବିସଇ ଜାଗ୍ରତ୍ କରାଇବାର୍ ଆଚେ ।
ମାତର୍ ଏମନ୍ ଡଙ୍ଗ୍ରେ ରଇବା ପସୁମନର୍ପାରା । ତାକର୍ ଗାଗଡ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍କେ ଲକ୍ମନ୍ ଦାରିକରି ମରାଇବାଇ । ସେମନ୍ ନାଜାନ୍ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍କେ ଲକ୍ମନ୍ ମରାଇଲା ପାରା ପର୍ମେସର୍ କୁରୁପ୍ନାସ୍ କର୍ସି ।
ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ ।