୨ ତେସଲନିକିୟ 1:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି । အခန်းကိုကြည့်ပါ။ |
ତେବର୍ପାଇ ବିନ୍ ଲକର୍ କାମ୍ କଲାଟା ନେଇକରି ଆମେ ନିଜେ ଡାକ୍ପୁଟା ଅଉନାଇ । ସେ କାମ୍ କର୍ବାକେ ପର୍ମେସର୍ ଆମ୍କେ ଦେଏ ନାଇ । ମାତର୍ ତମର୍ ବିସ୍ବାସ୍ ଡାଟ୍ ଅ ବଲି ଆମେ ମନ୍ କଲୁନି । ଜେନ୍ତିକି ତମର୍ ଜାଗାଇ ଆମେ କର୍ବା କାମ୍ ଅଦିକ୍ ଅଦିକ୍ ଅଇସି । କାଇକେବଇଲେ ପର୍ମେସର୍ ଆମ୍କେ ଦେଇରଇବା କାମେଅନି ଅଦିକ୍ କର୍ବାକେ ଆମେ ମନ୍ କରୁନାଇ ।