୨ ୟ ପିତର୍ 3:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ଆରି, ଆମର୍ ମାପ୍ରୁ ବେସି ଦିନ୍ ଜାଗ୍ବାଟା ଆରି ରକିଆ କର୍ବାଟା ବଲି ଏତାଆ । ଆମର୍ ଆଲାଦର୍ ବାଇ ପାଉଲ୍କେ ମିସା ମାପ୍ରୁ ତାକେ ଦେଲା ବୁଦି ଇସାବେ ତମର୍ ଲଗେ ଏନ୍ତାର୍ ଲେକ୍ଲା ଆଚେ । အခန်းကိုကြည့်ပါ။ |
ଅନନିୟ ଗାଲା ଆରି ସାଉଲ୍ ରଇବା ଗରେ କେଟ୍ଲା । ସାଉଲ୍କେ ବେଟ୍ଅଇ ତାର୍ ଉପ୍ରେ ଆତ୍ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍, ଇତି ତର୍ଟାନେ ଆଇବାକେ ମାପ୍ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍ ଦେକି ପାରୁସ୍ ଆରି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇପାରୁସ୍ । ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”