୨ ୟ ପିତର୍ 2:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ସଦମ୍ ଗମରା ନଅର୍ମନ୍କେ ରଇବା ଲକ୍ମନ୍କେ ପର୍ମେସର୍ ଦସିକରି ତାକର୍ ନଅର୍ମନ୍କେ ପଡାଇକରି କୁରୁପ୍ନାସ୍ କରିଦେଲା । ସେମନ୍ ବେସି କାରାପ୍ କାମ୍ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍ମନ୍କେ ଏନ୍ତାରି ଦସା ଅଇସି ବଲି ଲକ୍ମନ୍କେ ଦେକାଇଲା । အခန်းကိုကြည့်ပါ။ |
ସଦମ୍ ଗମ୍ରା ଆରି ତାର୍ ଚାରିବେଟ୍ତି ରଇବା ନଅର୍ମନର୍ ବିସଇ ଏତାଇଦେକା । ନ ଲିବ୍ବା ଜଇଟାନେ ଡଣ୍ଡ୍ ଇସାବେ ସେମନ୍ ଜେତ୍କି ଦୁକ୍ କସ୍ଟ ପାଇଲାଇ, ସେଟା ସବୁଲକର୍ପାଇ ଗଟେକ୍ ଜାଗ୍ରତ୍ ଅଇରଇବା ବିସଇ । ସେମନ୍ ଅବ୍କା ପାଦ୍ରା ପାଦ୍ରି କାମ୍ସେ କରତ୍ନାଇ ମାତର୍ ମନସ୍ ମନସ୍ ବିତ୍ରେ ମାଇଜି ମାଇଜି ବିତ୍ରେ ବେସିଆ କାମ୍ କର୍ତେ ରଇଲାଇ ।