୨ ୟ ପିତର୍ 2:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ । အခန်းကိုကြည့်ပါ။ |
ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା ।
ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ ।