୨ ୟ ପିତର୍ 2:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ସଲକ୍ ବାଟ୍ ଚାଡିକରି ବାଟ୍ବାନା ଅଇଲାଇ ଆଚତ୍ । ବେଅର୍ ପଅ ବାଲାମ୍, ଜେ କି ଗଟେକ୍ ବବିସତ୍ବକ୍ତା ରଇଲା, ସେ ଜନ୍ ରକାମ୍ କାମ୍ମନ୍ କରିରଇଲା, ଏମନ୍ ମିସା ସେନ୍ତାରି କଲାଇଆଚତ୍ । ଡାବୁ ଆସାଅଇ ବାଲାମ୍ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍ କାମ୍ କର୍ବାକେ ମିସା ତିଆର୍ ଅଇରଇଲା । အခန်းကိုကြည့်ပါ။ |
ବିନ୍ ଲକ୍ମନ୍କେ ସେମନ୍ ବେସି ଦୁକ୍ କସ୍ଟ ଦେଲାଇଆଚତ୍କେ ପର୍ମେସର୍ ମିସା ସେମନ୍କେ ଦୁକ୍ କସ୍ଟ ଦେଇସି । ନିଜର୍ ଗାଗଡ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସେମନ୍ କାଇଟା ମିସା କର୍ବାଇ । ସେଟା ଦିନ୍ବେଲେ ମିସା କର୍ବାଇ । ମାତର୍ ସେମନ୍ ତମର୍ ସଙ୍ଗ୍ କାଇବାକେ ବସ୍ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍ଟାକି ତମ୍କେ ଇଜତ୍ ଜିକି ଲାଜ୍ କରାଇସି ।