11 ତାକର୍ଟାନେଅନି ଅଦିକ୍ ବଡ୍ରଇ ବପୁ ରଇବା ଦୁତ୍ମନ୍, ମାପ୍ରୁର୍ ମୁଆଟେ ଆକର୍ ବିସଇନେଇ ନିନ୍ଦାକାତା କଅତ୍ ନାଇ ।
ବିବା ଅଇ କର୍ବା ବେସିଆ କାମ୍, ବିବା ନଇତେ କର୍ବା ବେସିଆ କାମ୍, ଲବାଇବାଟା, ମିଚ୍ କଇବାଟା, ଅଲ୍ସୁଆ ଅଇବାଟା, ଆଁକାର୍ ଅଇବାଟା, ନିନ୍ଦା କାତା କଇବାଟା, ବଡ୍ପନ୍ ଅଇବାଟା, ବକୁଆ ଅଇବାଟା ।
ପର୍ମେସର୍ ତମର୍ ଦୁକ୍ କସ୍ଟ ଅଇବାଟା ସାରାଇକରି ଆମ୍କେ ମିସା ସାନ୍ତି ଦେଇସି । ଜେଡେବେଲେ ମାପ୍ରୁ ଜିସୁ ସର୍ଗେଅନି ତାର୍ ବପୁର୍ ଦୁତ୍ମନର୍ ମଜାଇ ବପୁଅଇ ଆଇସି, ପର୍ମେସର୍ ଏ କାମ୍ ପୁରାପୁରୁନ୍ କର୍ସି ।
ମୁକିଅ ଦୁତ୍ ମିକାଏଲ୍ ମିସା ମସାର୍ ମଲା ଗାଗଡ୍ ନେଇକରି ତପ୍ବାକେ କାର୍ ଅଦିକାର୍ ଆଚେ ବଲିକରି ସଇତାନର୍ ସଙ୍ଗ୍ ଦଦାପେଲା କର୍ତେରଇଲା । ସେଡ୍କିବେଲେ ପର୍ମେସରର୍ ଜାଗାଇ ରଇ, ସଇତାନ୍କେ ବିଚାର୍ କର୍ବା ଅଦିକାର୍ ନେବାକେ ସେ ସାଆସ୍ କରେନାଇ । ତାର୍ ବାଦୁଲେ ମାପ୍ରୁ ତକେ ଡଣ୍ଡ୍ ଦେଇସି ବଲି କଇଲା ।