୨ ୟ ପିତର୍ 2:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ତାକର୍ ପାପର୍ ଗୁନ୍ଚଲନ୍ ଇସାବେ ଚଲାଚଲ୍ତିକରି ଲାଜର ବିସଇ କର୍ବା ଲକ୍ମନ୍କେ ସେ ବେସି ବଡ୍ ଡଣ୍ଡ୍ ଦେଇସି । ତାକର୍ ଉପ୍ରେ ସାସନ୍ କର୍ବାକେ ପର୍ମେସରର୍ ଜନ୍ ଅଦିକାର୍ ଆଚେ, ସେଟା ସେମନ୍ ନିଚ୍ଲାଇନି । ଏନ୍ତାରି ମିଚ୍ ସିକାଉ ଆଁକ୍ରିଆମନ୍, ନିଜର୍ ମନ୍କେ ଆଇଲାଟା କର୍ବାକେ ଡରତ୍ ନାଇ । ସର୍ଗେ ମଇମାସଙ୍ଗ୍ ରଇବାଟାମନ୍କେ ମିସା ନିନ୍ଦା କର୍ବାଇ । အခန်းကိုကြည့်ပါ။ |
କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।