9 ସାସ୍ତର୍ କଇଲାପାରା ଲଡାକେ ଆଇବା ଲକ୍ମନ୍କେ ସେ ଜବର୍ ଦେଇସି ଆରି ତାର୍ ଜିବନ୍ ଦୁକାଇଲାଟା କେବେ ମିସା ନ ସାରେ ।
ସାରାସାରି ତିନ୍ଟା ବିସଇ ଆଚେ, ପର୍ମେସର୍ ଟାନେ ବିସ୍ବାସ୍ କର୍ବାଟା, ସେ କାତା କଇଲାଟା ଆସା କର୍ବାଟା, ଆରି ବାଇମନର୍ ପାଇ ରଇବା ଆମର୍ ଆଲାଦ୍ । ଏ ତିନ୍ଟା ବିତ୍ରେଅନି ବାଇମନ୍କେ ଆଲାଦ୍ କର୍ବାଟା ସବୁର୍ଟାନେଅନି ମୁକିଅ ବିସଇ ।
ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି ।