୨ୟ କରନ୍ତିୟ 9:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି । အခန်းကိုကြည့်ပါ။ |
ତମେ ବେସି ବିସଇଟାନେ ପୁରାପୁରୁନ୍ ଆଚାସ୍ । ସବୁ ବିସଇଟାନେ ସାଉକାର୍ ଅଇଆଚାସ୍ । ବିସ୍ବାସେ ଡାଁଟ୍ଆଚାସ୍, ବାକିଅ ସିକାଇବାକେ ଜାନିଆଚାସ୍, ବାକିଅତେଇ ତମର୍ ଗିଆନ୍ ଜବର୍ ଆଚେ, ସଙ୍ଗର୍ ବିସ୍ବାସିମନ୍କେ ସାଇଜ କର୍ବାଟା ଆରି ଆମର୍ପାଇ ରଇବା ତମର୍ ଆଲାଦ୍ ବେସି ବଡ୍ ଆଚେ । ସେନ୍ତାରିସେ ଦାନ୍ ଦେବାଟାନେ ମିସା ଅଦିକ୍ ଅଦିକ୍ ଦିଆସ୍ ବଲି ଆମେ ମନ୍ କଲୁନି ।
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।