3 ଏବେ ମୁଇ ଏ ବାଇବଇନିମନ୍କେ ପାଟାଇଲିନି । ଜେନ୍ତିକି ତମର୍ ବିସଇନେଇ ମୁଇ ବଡ୍ପନ୍ ଅଇ କଇଲାଟା ଅବ୍କା କାତାଇ ନ ରଅ । ମାତର୍ ମୁଇ କଇଲାପାରା ତମେ ଦାନ୍ ଦେବା ଡାବୁସଙ୍ଗ୍ ଜାଗ୍ରତ୍ ଅଇ ରୁଆ ।
ତିତସ୍ ତମର୍ଟାନେ ନ ଆଇବା ଆଗ୍ତୁ, ମୁଇ ତମର୍ ବିସଇ ବଡ୍ପନ୍ ଅଇକରି ତାକେ କଇରଇଲି । ସେ ତମର୍ଟାନେ ଆଇଲାକେ ମୁଇ ବଡ୍ପନ୍ ଅଇକରି ସବୁ କଇଲାଟା ସତ୍ ବଲି ଜାନ୍ଲା । ତମେ ମକେ ଲାଜ୍ କରାସ୍ ନାଇ । ମୁଇ ତମ୍କେ ଜାଇଟା ସବୁ କଇଲି ଆଚି, ସେଟା ସତ୍ । ଆରି ତିତସ୍କେ ଜାଇଟା କଇରଇଲି ସେଟା ମିସା ସତ୍ ବଲି ଜାନାପଡ୍ଲାନି ।
ତମର୍ ଲଗେ ମର୍ ବିସ୍ବାସ୍ ଆଚେ । ଆରି ମୁଇ ତମର୍ ବିସଇନେଇ ବଡ୍ପନ୍ ଅଇଲିନି । ଆମେ ବେସି ଦୁକ୍ କସ୍ଟ ଆଇଲେ ମିସା ସାଆସ୍ ଦାରି ଆଚୁ । ମର୍ ମନ୍ବିତ୍ରେ ସାର୍ଦା ଅଦିକ୍ ଅଦିକ୍ ଅଇକରି ଉଚ୍ଲି ଗାଲାନି ।
ତେବର୍ପାଇ ତିତସ୍ ଜେ କି ତମର୍ ବିତ୍ରେ ଏ କାମ୍ ଜେନ୍ତି ଆରାମ୍ କରିରଇଲା, ସେନ୍ତାରି ଆକା ତମର୍ ଆଲାଦର୍ ଦାନ୍ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
ସାସନ୍କାରିଆ ଆରି ଅଦିକାରିମନର୍ ତଲେ ରଇକରି ସେମନ୍ ତିଆର୍ଲାଟା ମାନିକରି ରଇବାକେ ମଣ୍ଡଲିର୍ ବାଇବଇନିମନ୍କେ ଏତାଇଦେସ୍ । ବିନ୍ ଲକ୍କେ କାଇ ସାଇଜ ମିସା କର୍ବାକେ ଜାଗ୍ରତ୍ ଅଇରଅତ୍ ।