10 ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି ।
ଲକ୍ମନ୍କେ ଦେକାଇଅଇବାକେ ସବୁର୍ ମୁଆଟେ ନିକ କାମ୍ କରାନାଇ । ସେଟା କଲେ ସର୍ଗେ ରଇବା ତମର୍ ବାବାର୍ ଟାନେଅନି ପୁରୁସ୍କାର୍ ନ ପାଆସ୍ ।
ତମେ କର୍ବା ଏ ନିକ କାମର୍ ଲାଗି ପର୍ମେସରର୍ ଲକ୍ମନ୍କେ ଲଡାକେ ଆଇବା ବିସଇ ପୁରାପୁରୁନ୍ ଅଇଲାନି । ଆରି ପର୍ମେସର୍ଟାନେ ଦନିଅବାଦ୍ ଆଜାଡି ଅଇଲାପାରା ମିସା ଅଇଲାନି ।
ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି ।
ପର୍ମେସର୍ କାଇକେ ତାର୍ ଆତ୍ମା ଦେଇ ତମର୍ ବିତ୍ରେ କାବାଅଇଜିବା କାମ୍ମନ୍ କଲା ? ତମେ ମସାର୍ ନିୟମ୍ ମାନ୍ଲାର୍ ପାଇ କି ଜନ୍ ସୁବ୍କବର୍ ତମ୍କେ ଜାନାଇରଇଲାଇ ସେଟା ବିସ୍ବାସ୍ କଲାକେ ?
କାଇକେବଇଲେ, ଉଜ୍ଲେ ରଇଲେ ତେଇଅନି ସବୁ ରକାମର୍ ନିକ, ଦରମ୍, ଆରି ସତ୍ ବିସଇ ବାରଇସି ।
ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
ତମ୍କେ ମୁଇ ଦାନ୍ ପାଟାଇତେରଅତ୍ ବଲି ଏନ୍ତାରି କଇନାଇ । ମାତର୍ ମକେ ସାଇଜ କଲାର୍ ପାଇ, ପର୍ମେସର୍ ତମ୍କେ ପୁରୁସ୍କାର ଦେଅ ବଲି ମୁଇ ମନ୍ କଲିନି ।
ଜେନ୍ତିକି ଆମର୍ ଆଲାଦ୍ ତମର୍ପାଇ ବଡିଆଇଲାନି, ସେନ୍ତାରିସେ ନିଜର୍ ନିଜର୍ ବିତ୍ରେ, ଆରି ସବୁ ଲକ୍ମନ୍କେ ମାପ୍ରୁ ଆଲାଦ୍ ବଡାଇକରି ଅଦିକ୍ କର ।
ଆରି ଗୁଲାଇ ମାକିଦନିଆଇ ରଇବା ସବୁ ବିସ୍ବାସି ବାଇମନ୍କେ ସେନ୍ତାରି କଲାସ୍ନି । ଏଲେମିସା, ତମେ ଆରି ଅଦିକ୍ ଅଦିକ୍ ସେନ୍ତାରି କରା ।