୨ୟ କରନ୍ତିୟ 8:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ଏବେ ତିତସର୍ ବିସଇ ଜାନ୍ବାର୍ ଆଲେ ସେ ତମ୍କେ ସାଇଜ କର୍ବାକେ ମର୍ ସଙ୍ଗ୍ କାମ୍ କଲାନି । ଆରି ସେ ଦୁଇଟା ବିନ୍ ବାଇମନ୍ ଇତିର୍ ବିସ୍ବାସିମନ୍ କଇଲାକେସେ ତାର୍ସଙ୍ଗ୍ ଗାଲାନି । ସେମନ୍ କର୍ବା କାମର୍ ଲାଗି କିରିସ୍ଟ ଡାକ୍ପୁଟା ଅଇସି । အခန်းကိုကြည့်ပါ။ |
ଆରି ବାଇ ଜେ କି ସବୁବେଲେ ମକେ ସାଇଜ କର୍ସୁ, ଏ ଦୁଇଟା ମାଇଜିମନ୍ ସାନ୍ତି ସଙ୍ଗ୍ ରଇବାକେ ତୁଇ ସାଇଜ କର୍ । କାଇକେବଇଲେ ସୁବ୍କବର୍ ଜାନାଇବା କାମେ ସେମନ୍ ମର୍ସଙ୍ଗ୍ ରଇକରି ବେସି ଆବଡ୍ ଅଇଲାଇ ଆଚତ୍ । ସେନ୍ତାରିସେ କେଲେମେନ୍ଟ ଆରି ବିନ୍ ଲକ୍ମନ୍ ମିସା ମର୍ ସଙ୍ଗ୍ କାମ୍ କର୍ତେରଇଲାଇ । ପର୍ମେସର୍ ତାର୍ ବଇଟାନେ ସେମନର୍ ସବୁ ଲକର୍ ନାଉଁ ଲେକ୍ଲା ଆଚେ । ସେ ସବୁ ଲକ୍ ନ ସାର୍ବା ଜିବନ୍ ପାଇଲାଇ ଆଚତ୍ ।