୨ୟ କରନ୍ତିୟ 8:22 - ସତିଅର୍ ବାଟ୍ ନୁଆ ନିୟମ୍ 202022 ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି । အခန်းကိုကြည့်ပါ။ |