୨ୟ କରନ୍ତିୟ 8:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 କାଲି ସେତ୍କିରେ ନଏଁଁ, ତମେ ଦେଇରଇବା ଆଲାଦର୍ ଦାନ୍ ଆମେ ଲଡା ରଇବା ବାଇମନର୍ ଲଗେ ନେବାବେଲେ, ଆମର୍ ସଙ୍ଗ୍ ଜିବାକେ ସବୁ ବିସ୍ବାସିମନ୍ ତାକେ ବାଚିକରି ପାଟାଇଆଚତ୍ । ଏଟା ପର୍ମେସର୍ ଡାକ୍ପୁଟା ପାଇବାକେ ଆରି ତମ୍କେ ସାଇଜ କର୍ବାକେ ଆମେ ସାର୍ଦା ଅଇକରି ଏନ୍ତାରି କଲୁନି । အခန်းကိုကြည့်ပါ။ |
ପଚେ ପେରିତ୍ ସିସ୍ମନ୍, ମଣ୍ଡଲିର୍ ପାର୍ଚିନ୍ମନ୍, ଆରି ସବୁ ମଣ୍ଡଲିର୍ ବାଇମନ୍ ରୁଣ୍ଡ୍ଲାଇ । ସେମନ୍ ରାଜିଅଇରଇବା କାତା ଆନ୍ଟିଅକର୍ ବିସ୍ବାସିମନ୍କେ ଜାନାଇବାକେ ପାଉଲ୍ ଆରି ବର୍ନବା ସଙ୍ଗ୍ ଜିବାକେ କେତେଲକ୍କେ ବାଚ୍ଲାଇ । ବର୍ସବା ନାଉଁର୍ ଜିଉଦା ଆରି ସିଲାକେ ବାଚ୍ଲାଇ । ଏ ଦୁଇଲକ୍କେ ସବୁ ବିସ୍ବାସିମନ୍ ସନ୍ମାନ୍ ଦେଇତେରଇଲାଇ ।