15 ଜେନ୍ତିକି ସାସ୍ତରେ ଲେକା ଅଇଆଚେ, ଜେ ଅଦିକ୍ କାମାଇଲା, ତାର୍ଟା ଉବ୍ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା । “ମୁଇ ତମ୍କେ ପାଟାଇଲାବେଲେ ବେସ୍ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍କେ କାଇ ଅବାବ୍ ଅଇଲା କି ?” “ନାଇ, କାଇଟା ମିସା ଅବାବ୍ ଅଏ ନାଇ ।” ବଲି କଇଲାଇ ।
ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି, ଜେନ୍ତି ତମ୍କେ ସାଇଜ କର୍ବାକେ ମନ୍ କଲୁ, ସେନ୍ତାରିସେ ତିତସ୍କେ ମିସା ସାଇଜ କର୍ବାକେ ମନ୍ ଦେଲା ।