୨ୟ କରନ୍ତିୟ 7:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଜନ୍ ଲକ୍ ପାପ୍ କରିଆଚେ, ତାର୍ ବଲ୍ ପାଇ କି ଜନ୍ ଲକର୍ ବିରୁଦେ ପାପ୍ କରାଇଅଇଲା, ତାର୍ ବଲ୍ ପାଇ ମୁଇ ସେ ଚିଟି ଲେକିନାଇ । ମାତର୍ ଆମ୍କେ ତମେ ଏତେକ୍ ଆଲାଦ୍ କଲାସ୍ନି, ସେଟା ତମେ ନିକସଙ୍ଗ୍ ଜାନ୍ବାକେ ମୁଇ ଲେକିରଇଲି । ପର୍ମେସର୍ ଏଟା ଜାନିଆଚେ । အခန်းကိုကြည့်ပါ။ |