୨ୟ କରନ୍ତିୟ 6:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ଆମେ ସିକାଇବା ବାକିଅ ସତ୍ ବାକିଅ । ଆରି ଆମର୍ ସଙ୍ଗ୍ ପର୍ମେସରର୍ ବପୁ ଆଚେ । ପର୍ମେସର୍ ଦେକ୍ବା ଇସାବେ, ଆମର୍ ଦରମ୍ ବଲାଇ ଅଇବାଟା ଗଟେକ୍ ଆତ୍ଆତିଆର୍ ପାରା । ଆମର୍ ସତ୍ରୁମନର୍ ବିରୁଦେ ଜୁଜ୍ବାକେ ଆରି ନିଜ୍କେ ରକିଆ ପାଇବାକେ, ସେଟା ବାଇଲୁନି । အခန်းကိုကြည့်ပါ။ |
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।