୨ୟ କରନ୍ତିୟ 6:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ଆମେ କର୍ଡା ମାଡ୍ କାଇ ବନ୍ଦି ଗରେ ରଇଆଚୁ, ମାନ୍ଦା ଲକର୍ଟାନେ ଅନି କେଦାଇଅଇଆଚୁ, ବେସି ଆବଡ୍ କାମ୍ କରି ଆଚୁ, ନ ସଇକରି ରଇଲୁଆଚୁ, ଦିନ୍ ଦିନ୍ ଦାରି ନ କାଇ ନ ପିଇ କରି ରଇଆଚୁ । အခန်းကိုကြည့်ပါ။ |
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।
ତମର୍ ମୁକିଅ ଲକ୍ମନର୍ କାତା ମାନିକରି ଆଦେସ୍ ଦେଲାଟା କରା । ସେମନ୍ ଜାଗୁଆଲ୍ମନର୍ ପାରା ନ ତାକିକରି ତମର୍ ଆତ୍ମାମନ୍କେ ଜତନ୍ କଲାନି । କାଇକେବଇଲେ ସେମନ୍କେ ତାକର୍ କରିରଇବା କାମ୍ ପର୍ମେସର୍ କେ ଇସାବ୍ ଦେବାକେ ପଡ୍ସି । ତମେ ଜଦି ତାକର୍ କାତା ମାନ୍ସା, ସେମନ୍ ସାର୍ଦା ସଙ୍ଗ୍ ସେବା କାମ୍ କର୍ବାଇ । ତମେ ତାକର୍ କାତା ନ ମାନ୍ଲେ, ସେମନ୍ ଦୁକ୍ ଅଇବାଇ । ତେବେ ତମ୍କେ କାଇ ସାଇଜ ନଏଁ ।