୨ୟ କରନ୍ତିୟ 6:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ତାର୍ ବାଦୁଲେ ଆମେ ଜାଇଟା କଲେ ମିସା ପର୍ମେସରର୍ ସେବାକାରିଆ ଇସାବେ କଲୁନି । ଜେନ୍ତିକି, କିରିସ୍ଟର୍ ଲାଗି ଉଡାସୁନ୍ବା ଟାନେ, ଦୁକ୍ କସ୍ଟ ଟାନେ, ଆମେ ସାଆସ୍ ଅଇ ମୁର୍ଚିକରି ଆଚୁ । အခန်းကိုကြည့်ပါ။ |
ସେମନ୍ ଜଦି ଆମେ କିରିସ୍ଟର୍ ଦାଙ୍ଗ୍ଡା ବଇଲେ, ମୁଇ ମିସା ଗଟେକ୍ ଦାଙ୍ଗ୍ଡା । ମାତର୍ ସେମନର୍ ଟାନେ ଅନି ମୁଇ ଅଦିକ୍ ନିକ ଦାଙ୍ଗ୍ଡା । ନିଜ୍କେ ବଡ୍ କରାଇ ମୁଇ ଗଟେକ୍ ବାୟାଲକର୍ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍ଟାନେ ଅନି ଅଦିକ୍ ଆବଡ୍ କାମ୍ କରିଆଚି, ଅଦିକ୍ ତର୍ ବନ୍ଦିଗରେ ରଇଆଚି, ଅଦିକ୍ ତର୍ ମାଡ୍ କାଇଆଚି, ଅଦିକ୍ ତର୍ ମଲାସମାନ୍ ଅଇଜାଇରଇଲି ।
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।
ତମ୍କେ ଦୁକ୍ ଦେଇକରି ପର୍ମେସର୍ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍ ଚଲାଚଲ୍ତି କର୍ବାକେ ମନ୍ କଲାସ୍ନି, ବୁଲ୍ କାମ୍ କରୁନାଇ ବଲି ବୁଜାଇବାକେ ଚେସ୍ଟା କଲାସ୍ନି, ଲାଜ୍ ପାଇବା କାମ୍ କର୍ବାକେ ବାକାନ୍ଲାସ୍ନି, ଡରିକରି ଆଚାସ୍, ଆମେ ଆରିତରେକ୍ ବେଟ୍ ଅଇବୁ ବଲି ମନ୍ କଲାସ୍ନି, ମକେ ସାର୍ଦା କରାଇବାକେ ମନ୍ କଲାସ୍ନି, ପାପ୍ କଲା ଲକ୍କେ ଦାପ୍ରେ ଡଣ୍ଡ୍ ଦେଲାସ୍, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍ କାଇ ବୁଲ୍ ନାଇ ।
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।
“ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା ।