୨ୟ କରନ୍ତିୟ 6:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ଜେନ୍ତିକି ଆମର୍ ସେବା କାମେ ଲକ୍ମନ୍ ଆମ୍କେ ଦସ୍ ନ ଦାରତ୍ ବଲି ଆମେ ମନ୍ କରୁନାଇ । ସେଟାର୍ପାଇ କିରିସ୍ଟର୍ ପଚେ ଜିବା ଲକ୍ମନ୍କେ ଆମ୍କେ ଆଗ୍ଟୁ ନାଇ । အခန်းကိုကြည့်ပါ။ |
ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।