18 ମୁଇ ତମର୍ ବାବା ଅଇବି ଆରି, ତମେ ମର୍ ପିଲାଜିଲା ଅଇସା । ଏଟା ସବୁର୍ଟାନେ ଅନି ବପୁ ରଇବା ମାପ୍ରୁ କଇଲାନି ।
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା ।
ପର୍ମେସର୍ ତିଆର୍କଲା ସବୁଜାକ ଜାଗର୍ତା ସଙ୍ଗ୍ ସେ ଦିନ୍କେ ଜାଗି ଆଚତ୍ । ସେବେଲାଇ ପରମେସର୍ ତାର୍ ସତ୍ ପିଲାଟକିମନ୍ କେ, ବଲି ଦେକାଇସି ।
ଜନ୍ ଲକ୍ମନ୍କେ ପରମେସର୍ ବାଚ୍ଲା ଆଚେ, ସେମନ୍କେ ତାର୍ ପଅ ପାରା ଅଇବାକେ ଆଗ୍ତୁସେ ଟିକ୍ କରିଆଚେ । ସେନ୍ତିଆଲେ, ଗଟେକ୍ ବଡ୍ କୁଟୁମେ, ତାର୍ ପଅ ସେମନର୍ ବଡ୍ ବାଇ ଅଇସି ।
ବିସ୍ବାସ୍ କଲାକେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି, ଆମେ ସବୁ ପରମେସରର୍ ପିଲାଟକି ଅଇଆଚୁ ।
ତାର୍ ଆଲାଦର୍ ଲାଗି, ଜିସୁ କିରିସ୍ଟର୍ ସଙ୍ଗ୍ ସେ ଆମ୍କେ ତାର୍ ନିଜର୍ ପଅଜି ପାରା କର୍ବାକେ ବାଚିଆଚେ । ଏଟାସେ ତାର୍ ଆଦେସ୍ ଆରି ସାର୍ଦା ।
ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଅଦିକ୍ ବପୁର୍ଟା । ସେ ଏବେ ମିସା ଆଚେ । ସେ ଆଗ୍ତୁ ରଇଲା । ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ, ଆରି ସାରାଇବା ଲକ୍ ମିସା ମୁଇସେ ।”
ସେ ନଅରେ ମୁଇ ଗଟେକ୍ ମିସା ମନ୍ଦିର୍ ଦେକିନାଇ । କାଇକେବଇଲେ, ତାର୍ ମନ୍ଦିର୍ ରଇଲା ମାପ୍ରୁ ପର୍ମେସର୍ । ଜେ କି ସବୁର୍ ଉପ୍ରେ ଆଚେ, ଆରି ମେଣ୍ଡାପିଲା ।
ଜନ୍ ଲକ୍ମନ୍ ଜୁଇଦ୍ କରି ଜିତ୍ବାଇ ସେମନ୍କେ ଇନାମ୍ ଦେବି, ଆରି ତାକର୍ ପର୍ମେସର୍ ଅଇବି ଆରି ସେମନ୍ ମର୍ ପିଲାଟକି ଅଇବାଇ ।