15 କିରିସ୍ଟ ଆରି ସଇତାନ୍ କାଇ ବିସଇଟାନେ ମିସା ରାଜି ନ ଅଅତ୍ । ଗଟେକ୍ ବିସ୍ବାସ୍ କର୍ବା ଲକ୍ ଆରି ଗଟେକ୍ ବିସ୍ବାସ୍ ନ କର୍ବା ଲକ୍, ଗଟେକ୍ ଟାନେ ମିସିକରି ନ ରଅତ୍ ।
ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
ଏଲେ ମିସା ପର୍ମେସର୍କେ ବିସ୍ବାସ୍ କରି ଅଦିକ୍ ଅଦିକ୍ ମାଇଜିଟକି ଆରି ମୁନୁସ୍ ପିଲାମନ୍ ଏ ଦଲେ ମିସ୍ଲାଇ । ଆରି ସେ ଦଲ୍ ଦିନ୍କେ ଦିନ୍ ଅଦିକ୍ ଅଦିକ୍ ବଡ୍ତେ ଗାଲା ।
ମାତର୍ ପିତର୍ ତାକେ କଇଲା, “ତର୍ ଡାବୁ ତର୍ ସଙ୍ଗ୍ ନସ୍ଟ ଅ । ତର୍ ସଙ୍ଗ୍ ତର୍ ଡାବୁ ମିସା ନର୍କେ ଜାଅ । କାଇକେବଇଲେ ପର୍ମେସରର୍ ଦାନ୍ ଡାବୁସଙ୍ଗ୍ ଗେନ୍ବି ବଲି ବାବ୍ଲୁସ୍ନି ।
ଏଦେ ଦେକା ! ଏଟା କେନ୍ତାର୍ କଲାସ୍ନି ? ଗଟେକ୍ ବିସ୍ବାସି ବାଇ ଆରି ଗଟେକ୍ ବାଇର୍ ବିରୁଦେ ବିଚାର୍ନା ଗରେ ଗାଲାନି, ଆରି ସେ ବିଚାର୍ନା, ବିସ୍ବାସ୍ ନ କରୁମନ୍କେ ସର୍ପିଦେଲାସ୍ନି ।
କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।
ଜିସୁକିରିସ୍ଟର୍ ଲାଗି ତମେ ଏବେ ପର୍ମେସର୍କେ ବିସ୍ବାସ୍ କଲାସ୍ନି । ସେ ଆକା କିରିସ୍ଟକେ ମରନେଅନି ଉଟାଇକରି ଡାକ୍ପୁଟା କଲା ଆଚେ । ତେବର୍ପାଇ ତମର୍ ବିସ୍ବାସ୍ ଆରି ଆସା ଏବେ ପର୍ମେସର୍ଟାନେ ଆଚେ ।