11 ଏ କରନ୍ତିଏ ରଇବା ଆମର୍ ମଇତର୍ମନ୍, କାଇ କପଟ୍ ନ କରି, ଆମର୍ ମନେ ଜାଇଟା ରଇଲା, ସେଟା ସବୁ ତମର୍ ମୁଆଟେ କଇଲୁଆଚୁ । ଆମେ ତମ୍କେ ବେସି ଆଲାଦ୍ କଲୁନି ।
ତାର୍ପଚେ ପାଉଲ୍ ଆତେନ୍ସ୍ ଚାଡି କରନ୍ତିଅ ଗାଲା ।
ପାର୍ତନା ଗରର୍ ମୁକିଅ କିରିସ୍ପସ୍ ଆରି ତାର୍ କୁଟୁମର୍ ସବୁ ଲକ୍ ମାପ୍ରୁର୍ତେଇ ବିସ୍ବାସ୍ କଲାଇ ଆରି କରନ୍ତିଅର୍ ଅଦିକ୍ ଅଦିକ୍ ଲକ୍ ପାଉଲର୍ ସିକିଆ ସୁନି ବିସ୍ବାସ୍ କଲାଇ ଆରି ପାନିତେଇବୁଡି ଡୁବନ୍ ନେଲାଇ ।
ସତଇସେ ମର୍ ଜେତ୍କି ସବୁ ଆଚେ, ସେଟା ସବୁଜାକ ତମ୍କେ ଦେବାକେ ମୁଇ ସାର୍ଦା ଅଇବି । ଜେନ୍ତାରି କି ତମ୍କେ ସାଇଜ କର୍ବାକେ ମର୍ ଗାଗଡ୍ ମିସା ସର୍ପି ଅଇଦେବି । ତମର୍ ପାଇ ରଇବା ମର୍ ଆଲାଦ୍ ଅଦିକ୍ ଅଦିକ୍ ଅଇ ଆଇଲାନି, ମାତର୍ ମର୍ ପାଇ ରଇବା ତମର୍ ଆଲାଦ୍ ଉନା ଅଇ ଆଇଲାନି ।
ମୁଇ ମନେ ମନେ ବେସି ଦୁକ୍ କସ୍ଟ ଅଇକରି ଆରି ମନେ ମନେ କାନ୍ଦି ଆସୁଜରାଇ କରି ଲେକି ରଇଲି, ଜେନ୍ତିକି ତମେ ଦୁକ୍ ଅଇରୁଆ ବଲିକରି ମୁଇ ବାବିନାଇ । କାଇକେବଇଲେ ମୁଇ ତମ୍କେ ବେସି ଆଲାଦ୍ କଲିନି । ଏଟା ଜେନ୍ତିକି ତମେ ଜାନିରୁଆ ।
ଏ ବକୁଆ ଗାଲାତିଅମନ୍ ! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି ? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ ।
ବାଇମନ୍, ମୁଇ ତମ୍କେ ଜୁଆର୍ କରି କଇଲିନି, ମୁଇ ଜେନ୍ତାର୍ କଇଲିନି, ସେନ୍ତାରି ଜିଆ । ମୁଇ ଜିଉଦି ଅଇଲେ ମିସା ତମର୍ପାରା ଜିଉଦି ନଇଲା ଲକ୍ ପାରା ଅଇକରି, ମସାର୍ ନିୟମେଅନି ମୁକ୍ଲିଆଚି । ଆରି ତମେ ମକେ କାଇମିସା ଅନିଆଇ କରାସ୍ ନାଇ ।
ମର୍ପାଇ ମିସା ପାର୍ତନା କରା । ଜେନ୍ତିକି ମୁଇ କାତା ଅଇବାବେଲେ ପର୍ମେସର୍ ମକେ ଟିକ୍ ବାକିଅ ଦେଅ । ସେନ୍ତାର୍ କଲେ, ସୁବ୍ କବରର୍ ଲୁଚିରଇବା ବିସଇ ମୁଇ କାକେ ନ ଡରିକରି ଲକ୍ମନ୍କେ ଜାନାଇ ପାର୍ବି ।
କାଇକେବଇଲେ ତମେ ନିକ କାମ୍ କଲେ, ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି । ତମେ ଗତିଦାଙ୍ଗ୍ଡା ଅଇରୁଆ କି ମୁକଲ୍ଲା ଲକ୍ ଅଇରୁଆ ।
ମୁଇ ତମ୍କେ ସବୁ ଲକ୍କେ ଆରିତରେକ୍ ଦେକ୍ବି ବଲି ମନ୍ କଲିନି । ଏ ବିସଇତେଇ ନିଜେ ପର୍ମେସର୍ ସାକିଆଚେ । କାଇକେବଇଲେ ଜିସୁକିରିସ୍ଟ ଆଲାଦ୍ କଲାପାରା ମୁଇ ତମ୍କେ ଆଲାଦ୍ କଲିନି ।
ପିଲିପିଅତେଇ ରଇବା ବାଇବଇନିମନ୍, ତମେ ସତଇସେ ଜାନିଆଚାସ୍, ସିଗ୍ ପର୍ତୁମ୍ ସୁବ୍କବରର୍ ବିସଇ ସିକାଇବା ବେଲେ, ମୁଇ ମାକେଦନିଆଇଅନି ଜେଡେବଲ୍ ବାରଇ ଜାଇରଇଲି, । ବିସ୍ବାସି ମନର୍ ଦଲ୍ ବିତ୍ରେ, ତମର୍ ମଣ୍ଡଲିର୍ ବିସ୍ବାସିମନ୍ସେ ମକେ ଡାବୁ ଦାନ୍ କରିରଇଲାସ୍ ।
ଜିସୁ କଇଲାନି “ସୁନା ମୁଇ ଦାପ୍ରେ ଆଇଲିନି । ଲକ୍ମନ୍ କରିରଇବା କାମ୍ ଇସାବେ ମୁଇ ସେମନ୍କେ ପୁରୁସ୍କାର୍ ଦେବି ।