2 ମାତର୍ ଆମେ ଏ ଜଗତେ ରଉ ରଉ ଏତ୍କି କସ୍ଟ ପାଇଲୁନି । ସର୍ଗେ ରଇବା ଆମର୍ ନୁଆ ଗାଗଡ୍ ଏବେଆକା ଆମ୍କେ ମିଲ ବଲି ଆମେ ମନ୍ କଲୁନି ।
କେଡେ କରମ୍ ନଇଲା ଲକ୍ ମୁଇ ! ମରନର୍ ମୁଏଁ ଜିକିନେବା ଏ ଗାଗଡର୍ ଚଲାଚଲ୍ତି ଅନି କେ ମକେ ମୁକ୍ଲାଇସି ?
ଆମେ, ପରମେସର୍ ଦେଲା ପର୍ତୁମର୍ ଦାନ୍ ପାରା ସୁକଲ୍ଆତ୍ମା ପାଇଲୁଆଚୁ, ଆମେ ମିସା ବିତ୍ରେ ବିତ୍ରେ “ଆନା, ଆୟା !” ଅଇଲୁନି । ଏଲେମିସା ପରମେସର୍ ଆମ୍କେ କୁଟୁମର୍ ଲକ୍ କରାଇକରି ପୁରାପୁରୁନ୍ ମୁକ୍ଲାଇସି ବଲି ଜାଗିକରି ଆଚୁ ।
ସୁନା, ମୁଇ ତମ୍କେ ଗଟେକ୍ ଆଗ୍ତୁ ନ ଜାନାଇରଇବା ବିସଇ କଇବି । ଆମେ ସବୁଲକ୍ ନ ମରୁ, ମାତର୍ ଆମର୍ ଗାଗଡ୍ ସବୁ ବାଦ୍ଲି ଜାଇସି ।
ଏ ଦୁଇଟା ବିତ୍ରେ କାଇଟା କର୍ବି ବଲି ଜିକାଟାନା ଅଇଲିନି । ଏ ଜିବନ୍ ଚାଡି ସର୍ଗେ କିରିସ୍ଟର୍ ସଙ୍ଗ୍ ରଇବାକେ ମୁଇ ମନ୍ କଲିନି । କାଇକେବଇଲେ ସେଟା ଅଦିକ୍ ନିକ ।