୨ୟ କରନ୍ତିୟ 5:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ । အခန်းကိုကြည့်ပါ။ |
କାଇକେବଇଲେ ଗଟେକ୍ ବେଲାଇ ଆମେମିସା ବକୁଆ ଲକର୍ପାରା ରଇ ପର୍ମେସରର୍ କାତା ନ ମାନିକରି, ବୁଲ୍ ବିସଇ କର୍ତେରଇଲୁ । ଆମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ବିସଇ ରଇଲା, ସେଟା ସବୁ ସାର୍ଦାସଙ୍ଗ୍ କର୍ତେରଇଲୁ । ବିନ୍ ଲକର୍ ତିପୁଲ୍ କାତା ଗୁଲାଇବାଟେ ବିଚିକରି ସେମନ୍କେ ଇଁସା କର୍ତେରଇଲୁ । ସେମନ୍ ଆମ୍କେ ଗିନ୍ କର୍ତେରଇଲାଇ, ଆମେମିସା ସେମନ୍କେ ଗିନ୍ କର୍ତେରଇଲୁ ।