୨ୟ କରନ୍ତିୟ 5:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 କେତେଲକ୍ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍ବାଇ । ସେନ୍ତାର୍ଆଲେ ସେନ୍ତି ଅଇବାଟା ପର୍ମେସର୍ ମନ୍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍ଲେ ସେଟା ତମର୍ ବଲ୍ ପାଇ । အခန်းကိုကြည့်ပါ။ |
ମୁଇ ଜଦି ବଡ୍ପନ୍ ଅଇ କାତା ଅଇବାକେ ମନ୍ କଲେ, ସେଟା ବୁଦି ନ ରଇଲା ଲକ୍ ବଡ୍ପନ୍ ଅଇଲାପାରା ନ ଅଏ । ମୁଇ କଇବାଟା ସବୁ ସତ୍ । ମାତର୍ ମୁଇ ବଡ୍ପନ୍ ଅଇକରି କାତା ନ ଅଇ । କାଇକେବଇଲେ ଲକ୍ମନ୍ କେଡେବେଲେ ମିସା ମକେ ମୁଇ ଜେତ୍କି ଆଚି, ତାର୍ତେଇଅନି ଅଦିକ୍ ଗଟେକ୍ ବଡ୍ ଲକ୍ ଇସାବେ ଦେକ୍ବାଇ । ମୁଇ କର୍ବା କାମ୍ ଦେକିକରି ଆରି ମୁଇ କଇବା କାତା ସୁନିକରିସେ ସେମନ୍ ମାନ୍ବାଇ ।