୨ୟ କରନ୍ତିୟ 4:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ସାସ୍ତରେ ଲେକା ଅଇଲାପାରା “ ମୁଇ ବିସ୍ବାସ୍ କଲି, ତେବର୍ପାଇ ମୁଇ କାତା ଅଇଲି ”। ସେ ସମାନ୍ ବିସ୍ବାସର୍ ଆତ୍ମାଇ, ଜନ୍ ବାକିଅ ମୁଇ ବିସ୍ବାସ୍ କଲିଆଚି, ସେଟାସେ ମୁଇ ଏବେ ଲକ୍ମନ୍କେ ଜାନାଇଲିନି । အခန်းကိုကြည့်ပါ။ |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।