୨ୟ କରନ୍ତିୟ 3:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ମସାର୍ ନିୟମ୍ ପର୍ତମେ ଚେପ୍ଟା ପାକ୍ନାଇ ଲେକା ଅଇରଇଲା ଆରି ସେ ନିୟମ୍ ଦେଲାବେଲେ ପର୍ମେସରର୍ ମଇମା ଡିସ୍ତେରଇଲା । ମସାର୍ ମୁଏ ରଇଲା ସେ ମଇମା ଉନା ଉନା ଅଇଜାଇତେରଇଲା । ଅଇଲେ ମିସା ତାର୍ ଉଜଲର୍ପାଇ ଇସ୍ରାଏଲର୍ ଲକ୍ମନ୍ ତାର୍ ମୁଏ ଆଁକି ସଙ୍ଗଇ ନାପାର୍ତେରଇଲାଇ । ଜଦି ପର୍ମେସର୍ ମରନ୍ ଆନ୍ବା ସେ ନିୟମ୍ ମଇମା ସଙ୍ଗ୍ ପାଟାଇରଇଲା, အခန်းကိုကြည့်ပါ။ |