୨ୟ କରନ୍ତିୟ 3:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ତେବେ ଆମେ ଜେତ୍କି ଲକ୍ ସବୁ ମାପ୍ରୁକେ ବିସ୍ବାସ୍ କରିଆଚୁ, ଆମର୍ ମୁଁ ଡାବି ଅଏନାଇ । ପର୍ମେସରର୍ ବପୁ ଆରି ମଇମା ଦେକାଇଅଇବା ଗଟେକ୍ ଦର୍ପନ୍ ପାରା ଆମେ ଆଚୁ । ଆମେ ତାର୍ପାରା ଅଇବା ଜାକ ଦିରେ ଦିରେ ବାଦ୍ଲାଇ ଅଇ ଆଇଲୁନି । ପର୍ମେସରର୍ ଆତ୍ମାସେ ଆମ୍କେ ବାଦ୍ଲାଇଲାନି । အခန်းကိုကြည့်ပါ။ |
ମାତର୍ ଜନ୍ଟା ଆମେ ଏବେ ଦେକ୍ଲୁନି, ସେଟା ଦର୍ପନେ ଦେକ୍ଲାପାରା ସେତେକ୍ ନିକ ଡିସେ ନାଇ । ମାତର୍ ଗଟେକ୍ ଦିନ୍ ଆଇସି, ଜେବେ କିରିସ୍ଟକେ ଆମର୍ ମୁଆଟେ ଦେକ୍ବୁ । ସେ ବେଲେ ଆମେ ନିକସଙ୍ଗ୍ ଜାନ୍ବୁ । ଏବେ ଆମେ ଉନା ବିସଇ ଜାନ୍ଲୁନି, ମାତର୍ ସେ ଦିନ୍ମନ୍କେ ଆମେ ପୁରାପୁରୁନ୍ ବାବେ ଜାନ୍ବୁ । ଜେନ୍ତାର୍ କି ପର୍ମେସର୍ ଆମ୍କେ ପୁରାପୁରୁନ୍ ବାବେ ଜାନେ ।