16 ମାତର୍ ସାସ୍ତର୍ କଇଲାନି, “ଜଦି ଜେ ମାପ୍ରୁର୍ ବାଟେ ମନ୍ ବାଉଡାଇଲେ, ତାର୍ ମନେ ଡାବିଅଇ ରଇବାଟା ଉଗାଡି ଅଇସି ।”
ଜଦି ଜିଉଦିମନ୍ ବିସ୍ବାସ୍ କଲେ, ଗଚର୍ ବୁନ୍ଦେ ରଇବା ତାକର୍ ଆଗର୍ ଜାଗାଇ ପର୍ମେସର୍ ସେମନ୍କେ ବାଉଡାଇସି । କାଇକେବଇଲେ ସେଟା ପର୍ମେସର୍ସେ କରିପାରେ ।
ଏବେ ଜାକ ମିସା ସେମନ୍ ମସାର୍ ନିୟମ୍ ପଡ୍ବାବେଲେ, ତାକର୍ ମନ୍ ସେନ୍ତି ଡାବିସେ ଅଇରଇସି ।