1 ମାତର୍ ମୁଇ ଆଗତୁ ଆଇଲା ବେଲେ ଜେନ୍ତିକି ତମ୍କେ ଦୁକ୍ ଦେଲି, ସେନ୍ତି ଆରିତରେକ୍ ଦୁକ୍ ଦେବାର୍ ଆଲେ ନ ଆସି ବଲି ବାବ୍ତେ ରଇଲି ।
ଆନ୍ଟିକିଅର୍ ସିସ୍ମନ୍ ଜିଉଦାଇ ରଇଲା ବିସ୍ବାସି ବାଇମନ୍କେ ତାକର୍ ପାର୍ଲା ଏତ୍କି ଡାବୁ ପାଟାଇବାକେ ଟିକ୍ କଲାଇ ।
ଏ ବିସଇ, ସେମନର୍ ସଙ୍ଗ୍ ପାଉଲ୍ ଆରି ବର୍ନବା ବେସି ଦଦାପେଲା ଅଇଲାଇ । ତେବର୍ପାଇ ଆନ୍ଟିଅକର୍ ବିସ୍ବାସିମନ୍ ରାଜି ଅଇଲାଇଜେ, ପାଉଲ୍ ଆରି ବର୍ନବା ଆରି ଆନ୍ଟିଅକ୍ ମଣ୍ଡଲିଅନି କେତେ ଲକ୍ ଜିରୁସାଲାମେ ଜାଅତ୍ ଆରି ତେଇର୍ ପାର୍ଚିନ୍ ଆରି ପେରିତ୍ ସିସ୍ମନର୍ ସଙ୍ଗ୍ ଏ ବିସଇ କାତା ଅଅତ୍ ।
ଜଅନ୍ ମାର୍କକେ ମିସା ତାକର୍ ସଙ୍ଗ୍ ନେବାକେ ବର୍ନବା ମନ୍ କଲା ।
କାଇକେବଇଲେ କୁରୁସ୍ କାଟେ ମରିରଇବା ଜିସୁ କିରିସ୍ଟକେ ଚାଡି ଆରି ବିନ୍ ବିସଇ ତମ୍କେ ନ କଇ ବଲି ମୁଇ ଟିକ୍ କଲି ।
ମୁଇ ଆଇଲାବେଲେ ତମ୍କେ କେନ୍ତି ଚଲାଚଲ୍ତି ଦେକାଇବାର୍ ଆଚେ ? ମୁଇ ବେତ୍ଡାଙ୍ଗ୍ ଦାରି ତମର୍ ଲଗେ ଆଇବାର୍ କି, ଆଲାଦ୍ ଆରି ସାନ୍ତିର୍ ମନ୍ ଦାରି ଆଇବି ?
ମୁଇ ଗାଗଡ୍ ଇସାବେ ତମର୍ ଟାନେ ନ ରଇଲେମିସା ସେନ୍ତି କର୍ବାର୍ ରଇଲା, ଏଲେ ମିସା ଆତ୍ମାଇ ତମର୍ ସଙ୍ଗ୍ ଆଚି । ଜେ କି ଏନ୍ତାର୍ କାମ୍ କରିଆଚେ, ମୁଇ ତେଇ ରଇଲା ପାରା, ବେସି ବଡ୍ ଦସ୍ କଲା ଲକ୍କେ ଡଣ୍ଡ୍ ଦେବାର୍ ଆଚେ ବଲି ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି, ମୁଇ ବିଚାର୍ କରି ସାରାଇ ଆଚି ।
ଜଦି ମୁଇ କଇବାଟା ସତ୍ ନାଇ, ସେନ୍ତାର୍ଆଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍ ଚଲାଚଲ୍ତିର୍ ବୁଲ୍ଟିକ୍ ଦେକ୍ଲେ, ତମେ ଦୁକ୍ କର୍ତାସ୍ ।
ମୁଇ ନ ଆଇତେ ଏ ସବୁଜାକ ତମ୍କେ କାଇକେ ଲେକ୍ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍ରୁ ମକେ ଦେଇରଇବା ଅଦିକାର୍ ସଙ୍ଗ୍ ତମ୍କେ ଡଣ୍ଡ୍ ଦେବାକେ ନ ପଡେ । ଜନ୍ ଅଦିକାର୍ ତମର୍ ବିସ୍ବାସ୍ ବଡାଇବାକେ ଦେଲାଆଚେ, ମାତର୍ ସେଟା ଉନା କର୍ବାକେ ନାଇ ।
ମୁଇ ମନେ ମନେ ବେସି ଦୁକ୍ କସ୍ଟ ଅଇକରି ଆରି ମନେ ମନେ କାନ୍ଦି ଆସୁଜରାଇ କରି ଲେକି ରଇଲି, ଜେନ୍ତିକି ତମେ ଦୁକ୍ ଅଇରୁଆ ବଲିକରି ମୁଇ ବାବିନାଇ । କାଇକେବଇଲେ ମୁଇ ତମ୍କେ ବେସି ଆଲାଦ୍ କଲିନି । ଏଟା ଜେନ୍ତିକି ତମେ ଜାନିରୁଆ ।
ତକେ ସାଇଜ କର୍ବାକେ ମୁଇ ଆର୍ତେମସ୍କେ ନଇଲେ ତେକିକସ୍କେ ପାଟାଇବି । ଆକର୍ ବିତ୍ରେ କେ ଆଲେ ଆଇଲେ, ତୁଇ ତେଇଅନି ବାରଇ ନିକପଲି ନଅରେ ମକେ ବେଟ୍ ଅଇବାକେ ଆଉ । କାଇକେବଇଲେ ସିତ୍ମାସ୍ ସାର୍ବାଜାକ ତେଇ ରଇବାକେ ମୁଇ ମନ୍ କଲିନି ।