8 ସତ୍ ବିସଇର୍ ବିରୁଦେ ଆମେ କାଇଟା ନ କରୁ, ମାତର୍ ତାର୍ ପାଇ ଟିଆ ଅଇବୁ ।
ମାତର୍ ଜିସୁ କଇଲା, “ତାକେ ଏନ୍ତି ନ କର୍ ବଲି ତେବାଆ ନାଇ କାଇକେବଇଲେ, ମର୍ ନାଉଁର୍ ବପୁ ପାଇକରି କାବା ଅଇଜିବା କାମ୍ମନ୍ କରିପାର୍ବା ଲକ୍, ମର୍ ବିରୁଦେ କାରାପ୍ କାତା ନ କଏ ।
ତମର୍ ଉପ୍ରେ ଆମର୍ ଅଦିକାର୍ ଆଚେ । ସେଟା ପର୍ମେସର୍ ଆମ୍କେ ଦେଇରଇଲା । ମାତର୍ ସେ ଅଦିକାରର୍ ବିସଇନେଇ ଜଦି ମୁଇ ବେସି ବଡ୍ପନ୍ ଅଇଲିଆଚି, ସେଟାର୍ପାଇ ମକେ ଲାଜ୍ ନ ଲାଗେ । ତମ୍କେ ନସ୍ଟ କର୍ବା ଅଦିକାର୍ ସେ ମକେ ଦେଏନାଇ, ମାତର୍ ଜେନ୍ତି କି ତମର୍ ବିସ୍ବାସ୍ ଡାଁଟ୍ କରାଇବି ।
ମୁଇ ନ ଆଇତେ ଏ ସବୁଜାକ ତମ୍କେ କାଇକେ ଲେକ୍ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍ରୁ ମକେ ଦେଇରଇବା ଅଦିକାର୍ ସଙ୍ଗ୍ ତମ୍କେ ଡଣ୍ଡ୍ ଦେବାକେ ନ ପଡେ । ଜନ୍ ଅଦିକାର୍ ତମର୍ ବିସ୍ବାସ୍ ବଡାଇବାକେ ଦେଲାଆଚେ, ମାତର୍ ସେଟା ଉନା କର୍ବାକେ ନାଇ ।
ତମେ କାଇ କରାପ୍ କାମ୍ ନ କରା ବଲି, ଆମେ ପର୍ମେସର୍କେ ଗୁଆରି କଲୁନି । ଇତି ପୁରାପୁରୁନ୍ ଟିକ୍ କରିଆଚୁ ବଲି ଆମେ ଦେକାଇବାକେ ଜାଉନାଇ, ମାତର୍ ସେଟା ନାପାରି ରଇଲେ ମିସା, ତମେ ଜେନ୍ତିକି ସତ୍କାମ୍ କର୍ସା, ଏଟାର୍ପାଇ ଆମେ ପାର୍ତନା କଲୁନି ।
ଜଦି ଲକ୍ମନ୍ ଆମ୍କେ ଦୁର୍ବଲ୍ ଆଚତ୍ ବଲି କଇଲେ ମିସା, ଆମେ ସାର୍ଦାସଙ୍ଗ୍ ଆଚୁ । ତମେ ଆକା ବିସ୍ବାସେ ଡାଁଟ୍ ରଇବାର୍ଆଚେ । ଆରି ତମର୍ ଚଲାଚଲ୍ତି ସିଦ୍ ଅଇଜାଅ ବଲି ଆମେ ଗୁଆରି କଲୁନି ।
ସେମନର୍ ବିତ୍ରେ ଉମନାୟକେ ଆରି ଆଲେକ୍ଜାଣ୍ଡାର୍କେ ବିନ୍ ବିସ୍ବାସି ମନର୍ଟାନେଅନି ବେଗ୍ଲାଇକରି ସଇତାନ୍କେ ସର୍ପିଦେଲିଆଚି । ଏନ୍ତାରି କଲେ ପର୍ମେସରର୍ ବିରଦେ କାରାପ୍ କାତା କଇବାଟା ସେମନ୍ ଚାଡିଦେବାଇ ବଲି ଆସା କଲିନି ।