13 ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା, ପର୍ମେସରର୍ ଆଲାଦ୍ ଆରି ସୁକଲ୍ ଆତ୍ମାର୍ ମିସିକରି ରଇବାଟା, ତମର୍ ସବୁ ଲକର୍ ସଙ୍ଗ୍ ରଅ । ଜୁଆର୍ ।
ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି ? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ ।
ତମର୍ ବିତ୍ରର୍ ଆଲାଦ୍ ଦେକାଇକରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜୁଆର୍ବେଟ୍ ଉଆ । କିରିସ୍ଟର୍ ସବୁ ମଣ୍ଡଲି ତମ୍କେ ଜୁଆର୍ ଜାନାଇଲାନି ।
ତେଇ ରଇବା ତମର୍ ମୁକିଅ ଲକ୍ମନ୍କେ ଆରି ପର୍ମେସରର୍ ସବୁ ଲକ୍ମନ୍କେ ମର୍ ଜୁଆର୍ ଜାନାଇ ଦିଆସ୍ । ଇଟାଲିତେଇ ମର୍ ସଙ୍ଗ୍ ରଇବା ଆମର୍ ବାଇବନିମନ୍ ମିସା ଜୁଆର୍ ଜାନାଇଲାଇନି ।
ବାବିଲନେ ରଇବା ତମର୍ ବିସ୍ବାସି ବାଇବଇନିମନ୍ ତାକର୍ ଜୁଆର୍ ଜାନାଇଲାଇନି । ପର୍ମେସର୍ ସେମନ୍କେ ବାଚ୍ଲାଆଚେ । ମାର୍କ ଜାକେ କି ମର୍ ପଅ ଇସାବେ ଦେକ୍ଲିନି, ସେମିସା ତାର୍ ଜୁଆର୍ ଜାନାଇଲାନି ।
ପର୍ମେସର୍ ବାଚିରଇବା ବଇନିର୍ ପିଲାମନ୍, ତମ୍କେ ଜୁଆର୍ ଜାନାଇଲାଇନି ।
ମୁଇ ଦାପ୍ରେ ତମର୍ଟାନେ ଆସିକରି ତମର୍ ମୁଆଟେ ସବୁ କାତା କଇବି ।