୨ୟ କରନ୍ତିୟ 13:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ଏଟାସଙ୍ଗ୍ ତିନ୍ତର୍ ଅଇଲାବେ ତମର୍ ଲଗେ ମୁଇ ଆଇଲିନି । ସାସ୍ତର୍ କଇଲାପାରା "ମଣ୍ଡଲିର୍ ବାଇମନର୍ ବିରୁଦେ ନିନ୍ଦା କାତା ଉଟ୍ଲେ, ସେଟା ତିନ୍ ଲକ୍ ନଇଲେ ଦୁଇଲକର୍ ସାକିର୍ ମୁଆଟେ ସବୁଜାକ ରାଜିନାମା କରାଇବାର୍ ଆଚେ । အခန်းကိုကြည့်ပါ။ |