8 ମୁଇ ତମର୍ ବିତ୍ରେ ସେବା କାମ୍ କଲାବେଲେ, ବିନ୍ ମଣ୍ଡଲିର୍ ଲକ୍ମନ୍ ମର୍ପାଇ କର୍ଚ ଅଇଲାଟା ଦେଲାଇ । ତମ୍କେ ସାଇଜ କର୍ବାକେ ତାର୍ଟାନେଅନି ମୁଇ ଚରାଇକରି କଲାପାରା ଅଇଲା ।
ଆବଡ୍ କାମ୍ କରି ଆମେ ଦିନ୍କେ ଦିନ୍ ଜୁଲିସୁକି ଗାଲୁନି । କେ ଆମ୍କେ ସାଇପ୍ ଦେଲେ ତାକେ ଆମେ ଆସିର୍ବାଦ୍ କଲୁନି, ଆରି ଉଡା ସୁନିକରି ମିସା ମୁର୍ଚି କରି ରଇଲୁନି ।
ଅବ୍କା ଜିଇବା କାଇବାକେ ମୁଇ ଆରି ବର୍ନବା ଆବଡ୍ କାମ୍ କର୍ତେ ରଇବୁ କି ?
ମୁଇ ତମର୍ଟାନେ ରଇଲାବେଲେ ମକେ ଲଡା ରଇଲାବେଲେ, ତମର୍ଟାନେଅନି ମାଙ୍ଗିନାଇ । କାଇକେବଇଲେ ମାକିଦନିଆର୍ ବାଇବଇନିମନ୍ ମକେ ଜାଇଟା ଲଡା ରଇଲା, ସେଟା ସବୁ ଆନିଦେଲାଇ । ପୁର୍ବେ ଜେନ୍ତି ରଇଲା, ପଚ୍କେ ମିସା ମୁଇ ତମର୍ଟାନେଅନି କାଇଟା ନ ମାଙ୍ଗି ।
ତେବେ ତମେ ମର୍ପାଇ ପାଟାଇଲାଟା ସବୁଜାକ ମର୍ଟାନେ କେଟ୍ଲା ଆଚେ । ଆରି ସେଟା ମର୍ପାଇ ଅଦିକ୍ । ତମେ ପାଟାଇଲା ସବୁ ବିସଇ ଏପାପର୍ଦିସ୍ ମର୍ଲଗେ ଆନ୍ଲାକେ, ମକେ ଲଡାକେ ଆଇବା ସବୁ ମୁଇ ମିଲାଇଆଚି । ଏନ୍ତାରି କଲାକେ ତମେ ପର୍ମେସର୍କେ ସର୍ପି ଦେଲା ନିକ ବାସ୍ନା ଅଇବା ଦାନ୍ ପାରା ଅଇଲା ଆଚେ । ସେ ସେଟା ସଙ୍ଗଇକରି ସାର୍ଦା ଅଇଲାଆଚେ ।