୨ୟ କରନ୍ତିୟ 11:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 କାଇକେବଇଲେ, ଜଦି କେ ମିସା ତମର୍ ଲଗେ ଆସି କରି ଆମେ ତମ୍କେ ଜାନାଇରଇବା ଜିସୁର୍ ବିସଇକେ ଚାଡି, ବିନ୍ ସିକିଆ ଦେଲେ ତମେ ସାର୍ଦା ଅଇସା । ସୁକଲ୍ ଆତ୍ମାକେ ନ ପାଇକରି ବିନ୍ ଆତ୍ମାକେ ପାଇଲାସ୍ନି । ଆରି ସେମନ୍ ଜନ୍ ସୁବ୍କବର୍ ଜାନାଇଲାଇନି, ସେଟା ଆମେ ଜାନାଇବା ସୁବ୍କବର୍ ନଏଁ । အခန်းကိုကြည့်ပါ။ |