33 କେନ୍ତି ବଇଲେ ତେଇର୍ ପାକ୍ନା ପାଚୁରିର୍ କାଣାବାଟେ ମକେ ଚାଟ୍ନାଇ ପୁରାଇ ଉତ୍ରାଇ ଦେଲାଇ । ଆରି ତାର୍ ଟାନେ ଅନି ବଁଚିଗାଲି ।
ମାତର୍ ଦିନେକ୍, ରାତିବେଲେ ସାଉଲର୍ ସିସ୍ମନ୍ ତାକେ ଡାଲାଇ ସାଜାଡି ନଅରର୍ ଚାରିବେଟ୍ତି ରଇବା ପାଚୁରିର୍ କାଣା ବାଟେ ତଲେ ଉତ୍ରାଇଦେଲାଇ ।