୨ୟ କରନ୍ତିୟ 11:32 - ସତିଅର୍ ବାଟ୍ ନୁଆ ନିୟମ୍ 202032 ପୁର୍ବେ ମୁଇ ଦାମାସ୍କାସେ ରଇଲା ବେଲେ ରାଜା ଆରେତାସରର୍ ତଲେ ଗଟେକ୍ ସାସନ୍ କାରିଆ ରଇଲା । ସେ ସଅର୍ ସନ୍ଦି ଜାଗ୍ବାକେ ତାର୍ ସନିଅମନ୍କେ କଇଲା । ଜେନ୍ତାରି କି ଜେଡେବେଲେ ମୁଇ ସେ ସଅରେ ବାରଇତି, ସେମନ୍ ମକେ ଦାର୍ତାଇ । အခန်းကိုကြည့်ပါ။ |
ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ ।